UN ରେ କଶ୍ମୀରକୁ ନେଇ ଇମ୍ରାନଙ୍କ ‘କୁମ୍ଭୀର କାନ୍ଦଣା’, ଓଲଟା ଜବାବ୍ ଦେଲା ଭାରତ
ନୂଆଦିଲ୍ଲୀ : ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କଶ୍ମୀର ଉପରେ କୁମ୍ଭୀର କାନ୍ଦଣା କରିଛନ୍ତି । ଇମ୍ରାନ ଖାନ କହିଛନ୍ତି ଯେ କଶ୍ମୀରର ଜନସଂଖ୍ୟା ପରିବର୍ତ୍ତନ କରିବାକୁ ଭାରତ ଚାହୁଁଛି । ଏହା ବ୍ୟତୀତ ଇମ୍ରାନ ଖାନ ବିଚ୍ଛିନ୍ନତାବାଦୀ ନେତା…