ନିୟନ୍ତ୍ରଣ ହରାଇଲା ବସ, ଶୋଇଥିବା ସମୟରେ ଚକା ତଳେ ଦଳି ଦେଲା ୭ ଜଣ ତୀର୍ଥଯାତ୍ରୀଙ୍କୁ
ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଏକ ଦ୍ରୁତଗାମୀ ବସ ନରୋରା ଗଙ୍ଗାଘାଟ କୂଳେ ରାସ୍ତାକଡରେ ଶୋଇଥିବା ସମୟରେ ତୀର୍ଥ ଯାତ୍ରୀଙ୍କୁ ନିଜ ଚକା ତଳେ ଦଳି ଚାଲିଯାଇଛି । ଏହି ଘଟଣାରେ ସାତ ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ରହିଛନ୍ତି…