Browsing Tag

spg

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସମ୍ଭାଳୁଥିବା SPG ର ନିର୍ଦ୍ଦେଶକ ଆଇପିଏସ ଅରୁଣ କୁମାର ସିହ୍ନାଙ୍କ ପରଲୋକ, ଲିଭର ଜନିତ…

ସ୍ୱତନ୍ତ୍ର ସୁରକ୍ଷା ଗ୍ରୁପ (SPG) ମୁଖ୍ୟ ଅରୁଣ କୁମାର ସିହ୍ନାଙ୍କ ପରଲୋକ ହୋଇଛି । ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଶ୍ରୀ ସିହ୍ନା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ଗତ ୨୦୧୬ ମସିହା ପରଠାରୁ ସେ ଏସପିଜି ନିର୍ଦ୍ଦେଶକ ଦାୟିତ୍ୱରେ…

ଏସ୍‌ପିଜି ବା ସ୍ପେସାଲ ପ୍ରୋଟେକସନ୍‌ ଗ୍ରୁପ୍‌ କଣ ଜାଣନ୍ତୁ

୧୯୮୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ୧୯୮୫ରେ ପ୍ରଥମେ ଏସ୍‌ପିଜି ବା ସ୍ପେସାଲ ପ୍ରୋଟେକସନ୍‌ ଗ୍ରୁପ୍‌ ଗଠନ ହୋଇଥିଲା । ୧୯୮୮ରେ ସଂସଦରେ ଏସ୍‌ପିଜି ଆକ୍ଟକୁ ମଧ୍ୟ ଅନୁମୋଦନ ମିଳିଲା । ଏହାର ଉଦ୍ଦେଶ୍ୟ ଥିଲା ଭାରତର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଅଧିକ ମଜବୁତ…