Browsing Tag

spice jet

ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି, ତିରୁପତି ଯାଉଥିବା ସ୍ପାଇସଜେଟ୍ ବିମାନ ମଝି ଆକାଶରୁ ଫେରିଆସିଲା

ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏୟାରଲାଇନ୍ସ କମ୍ପାନୀ ବହୁତ ସତର୍କ ହୋଇଯାଇଛନ୍ତି । ପୁଣି ଏକ ବିମାନ ମଝି ଆକାଶରୁ ଫେରିଆସିଛି । ଆଜି ହାଇଦ୍ରାବାଦରୁ ତିରୁପତି ଯାଉଥିବା ସ୍ପାଇସଜେଟ Q400 ବିମାନ ଉଡ଼ାଣ ଭରିଥିଲା, ହେଲେ ବିମାନରେ କିଛି ବୈଷୟିକ ତ୍ରୁଟି ଦେଖି ଅଧା ରାସ୍ତାରୁ ଫେରଆସିଥିଲା ।…

ଟଳିଲା ବଡ଼ ଦୁର୍ଘଟଣା ! ଆକାଶରେ ପକ୍ଷୀ ସହ ଧକ୍କା ପରେ ଜରୁରୀ ଅବତରଣ କଲା ବିମାନ

ବିହାରର ପାଟନା ଏୟାରପୋର୍ଟରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ଏଠାରେ ଦିଲ୍ଲୀ-ଶିଲଙ୍ଗ୍ ବିମାନର ଜରୁରୀ ଅବତରଣ କରାଯାଇଛି । ସୂଚନା ରହିଛି ଯେ ବିମାନଟି ଆକାଶରେ କୌଣସି ପକ୍ଷୀ ସହ ଧକ୍କା ହୋଇଥିଲା । ଆକାଶରେ ବାର୍ଡ ହିଟ୍ ପରେ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ ପାଇଁ ପାଇଲଟ୍ ଅନୁମତି ମାଗିଥିଲେ…

ସ୍ପାଇସ ଜେଟ ବିମାନର କକ୍‌ପିଟରେ ଗୁଜିଆ ଖାଇବା ପଡିଲା ମହଙ୍ଗା, ଦୁଇ ପାଇଲଟଙ୍କ ଉଡାଣ ସ୍ଥଗିତ

ସ୍ପାଇସ୍‌ ଜେଟ୍‌ ବିମାନର କକ୍ପିଟ୍ ଭିତରେ ଗୁଜିଆ ଖାଉଥିବାରୁ ୨ ଜଣ ପାଇଲଟଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି। କକ୍ପିଟ୍ ମଧ୍ୟରେ ଖାଦ୍ୟ ଖାଇବାକୁ ବାରଣ କରାଯାଇଥିବା ବେଳେ ଦୁହେଁ ହୋଲି ଦିନ କକ୍‌ପିଟର ଡେକର ସେଣ୍ଟର ଉପରେ କଫି ମଗ୍‌ ସହିତ ଗୁଜିଆ ରଖି ଖାଉଥିବାର ଦେଖିବାକୁ ମିଳିଥିଲା ।…

ଲଢ଼ୁଆ ବିମାନ ଗାୟବ, ଉଡାଣର କିଛି ସମୟ ପରେ ହିଁ କଟିଲା କନେକସନ୍‌

ଜାପାନ୍‌ ଏୟାର ସେଲ୍ଫ ଡିଫେନ୍ସର ଲଡାକୁ ବିମାନ ଏଫ-୧୫ ସୋମବାର ଉଡାଣ ଭରିବା ସମୟ ପରେ ହିଁ ରାଡରରୁ ଗାୟବ ହୋଇଯାଇଛି। ଏହି ବିମାନ ସେଣ୍ଟ୍ରାଲ ଜାପାନର କୋମସ୍ତୁ ଏୟାରବେସ୍‌ ଠାରୁ ଉଡାଣ ଭରିଥିଲା। ପାଖାପାଖି ୫ କିଲୋମିଟର ପରେ ଜାପାନ ସାଗର ଉପରେ ଏହାର କନେକସନ୍‌ ରାଡର ଛିଡିଗଲା। ଯାହା ସୂଚନା…

ମହଙ୍ଗା ପଡ଼ିଲା ଅଭଦ୍ରାମୀ: ମଝି ଆକାଶରେ ହଙ୍ଗାମା କରିବାରୁ ଯାତ୍ରୀଙ୍କୁ ପ୍ଲେନ୍‌ରୁ ତଡ଼ି ଦେଲେ କର୍ତ୍ତୃପକ୍ଷ

ଉଡ଼ନ୍ତା ବିମାନରେ ଜଣେ ଯାତ୍ରୀ ଏମିତି ଉତ୍ପାତ ହେଲେ ଯେ ଉଡ଼ାଜାହାଜକୁ ଜରୁରୀକାଳୀନ ଲ୍ୟାଣ୍ଡ କରାଇଲେ ପାଇଲଟ୍‌। ଯାତ୍ରୀଙ୍କ ବ୍ୟବହାର ଅତିଷ୍ଠ ହେବାରୁ ତାଙ୍କୁ ତଡ଼ିବା ପାଇଁ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି। ଏଭଳି ଘଟଣା ଘଟିଛି ଗୌହାଟୀରୁ ନୂଆ ଦିଲ୍ଲୀ ଯାଉଥିବା ସ୍ପାଇସ୍‌ ଜେଟ୍‌…

ଇଣ୍ଡିଆନ ଏୟାରଲାଇନ୍ସ ସ୍ପାଇସଜେଟ ସୋନୁଙ୍କୁ ଦେଲା ସ୍ପେଶାଲ ସମ୍ମାନ, ନିଜ ବୋଇଂ ବିମାନରେ ଲଗାଇଲା ସୋନୁଙ୍କ ଫଟୋ

ବଲିଉଡ ଅଭିନେତା ସୋନୁ ସୁଦ୍ ଲକଡାଉନ ସମୟରେ ଲୋକଙ୍କୁ ସାହାଯ୍ୟ କରି ସେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଅଭାବୀ ଓ ଆବଶ୍ୟକୀୟ ଲୋକଙ୍କୁ ସାହାଯ୍ୟ କରି ରିୟଲ ଲାଇଫ ହିରୋ ସାଜିଥିଲେ ସୋନୁ। ଗରିବ, ଧନୀ ହେଉ ଅବା ଛାତ୍ରଛାତ୍ରୀ କିମ୍ବା ଶ୍ରମିକ ସମସ୍ତଙ୍କୁ ସାହାଯ୍ଯ କରିଥିଲେ ସୋନୁ। ସୋନୁଙ୍କ ଏପରି…

ପୋଲିସ ବାବୁଙ୍କ ଦାଦାଗିରି, ବିଳମ୍ବରେ ପହଞ୍ଚି ବୋର୍ଡିଂ ପାସ୍ ନ ମିଳିବାରୁ ଏୟାରଲାଇନ୍ସ କର୍ମଚାରୀଙ୍କୁ ମାରିଲେ ମାଡ

ଜଣେ ସ୍ପାଇସଜେଟ୍ ଏୟାରଲାଇନ୍ସର କର୍ମଚାରୀ ପୋଲିସ ଇନ୍ସପେକ୍ଟରଙ୍କୁ ବିମାନରେ ଯିବାକୁ ଅନୁମତି ଦେଇ ନ ଥିବାରୁ ସେହି ପୋଲିସ କର୍ମଚାରୀ ଜଣକ ଏୟାରଲାଇନ ଷ୍ଟାଫକୁ ମାଡ ମାରିଛନ୍ତି। ସୂଚନା ମୁତାବକ, ପୋଲିସ କର୍ମଚାରୀ ଜଣକ ବିମାନ ବନ୍ଦରରେ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ପହଞ୍ଚିଥିଲେ।…

ଭୁବନେଶ୍ୱର ଏୟାରପୋର୍ଟରେ ସ୍ପାଇସ ଜେଟର ଜରୁରୀ ଅବତରଣ

ଭୁବନେଶ୍ୱର ଏୟାରପୋର୍ଟରେ ବିମାନର ଜରୁରୀ ଅବତରଣ । ସ୍ପାଇସ୍ ଜେଟ୍ ୬୨୩ର ଜରୁରୀ ଅବତରଣ କରାଯାଇଛି । ଚେନ୍ନାଇରୁ କୋଲକତା ଯାଉଥିବା ବେଳେ ବିମାନର ଜରୁରୀ ଅବତରଣ ଜଣେ ଯାତ୍ରୀ ହଠାତ ଅସୁସ୍ଥ ହେବାରୁ କରାଯାଇଛି। ଉକ୍ତ ବିମାନରେ ଅଶୋକ କୁମାର ଶର୍ମା ନାମକ ଯାତ୍ରୀଙ୍କର ନିଶ୍ୱାସ ପ୍ରଶ୍ୱାସ…

ସେପ୍ଟେମ୍ବର ୩୦ ଯାଏଁ ପ୍ରତି ସୋମବାର ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ାଣ ବନ୍ଦ ରଖିବ ସ୍ପାଇସ ଜେଟ୍‌

ଝାରସୁଗୁଡ଼ା(କେନ୍ୟୁଜ୍): ସେପ୍ଟେମ୍ବର ୩୦ ତାରିଖ ଯାଏଁ ପ୍ରତି ସୋମବାର ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ାଣ ବନ୍ଦ ରଖିବ ସ୍ପାଇସ ଜେଟ୍‌ ବିମାନ। ବିମାନ ସେବା ବାତିଲ ନିଷ୍ପତ୍ତି ନେଇଛନ୍ତି ଏୟାର ଲାଇନ୍ସ କର୍ତ୍ତୃପକ୍ଷ। ସୋମବାରକୁ ଛାଡ଼ି ଅନ୍ୟ ଦିନ ଗୁଡ଼ିକ ପାଇଁ ଅନଲାଇନ୍‌ ଟିକେଟ୍‌ ବୁକିଂ…

ଜେଟ ଏୟାରୱେଜ୍ କର୍ମଚାରୀଙ୍କ ପାଇଁ ଖୁସି ଖବର, ୨ହଜାର କର୍ମୀଙ୍କୁ ମିଳିବ ସ୍ପାଇସଜେଟରେ ଚାକିରୀ

ସିୟୋଲ : ସ୍ପାଇସଜେଟର ମୁଖ୍ୟ ଏୟାରୱେଜ୍ ଯୋଜନା ଦଳ, ପାଇଲଟ ଏବଂ ଅନ୍ୟ ସଦସ୍ୟଙ୍କ ସହ ମୋଟ ୨୦୦୦ କର୍ମଚାରୀଙ୍କୁ ଚାକିରୀ ଦେବାର ଘୋଷଣା କରିଛନ୍ତି । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏବେ ସାଧରଣ ଭାବେ ଜେଟ ଏୟାରୱେଜର ପରିଚାଳନା ଅସ୍ଥାୟୀ ଭାବେ ବନ୍ଦ ରହିଛି। ସେହିପରି ବିମାନ କମ୍ପାନୀ…

ଝାରସୁଗୁଡ଼ା ବିମାନ ବନ୍ଦରରୁ ସ୍ପାଇସଜେଟର ସଫଳ ଉଡ଼ାଣକୁ ପୁରିଲା ମାସେ, ୯ହଜାର ୮୫୦ ଜଣ ଯାତ୍ରୀ କରିଛନ୍ତି ଯାତ୍ରା

ଝାରସୁଗୁଡ଼ା(କେନ୍ୟୁଜ୍) : ଝାରସୁଗୁଡ଼ା ବିମାନ ବନ୍ଦରରୁ ସ୍ପାଇସଜେଟର ଗୋଟିଏ ମାସ ସଫଳ ଉଡ଼ାଣ ଭରିଛି। ଏନେଇ ସ୍ପାଇସଜେଟ ଓ ଝାରସୁଗୁଡ଼ା ବିମାନବନ୍ଦର ପ୍ରାଧୀକରଣ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏକମାସ ମଧ୍ୟରେ ଝାରସୁଗୁଡ଼ା ବିମାନବନ୍ଦରରୁ ୯ହଜାର ୮୫୦ ଜଣ ଯାତ୍ରୀ ଯାତ୍ରା…

ମାତ୍ର ୯୯୯ଟଙ୍କାରେ ଫ୍ଲାଇଟରେ କରନ୍ତୁ ଯାତ୍ରା : ଏହି କମ୍ପାନୀର ଚାଲିଛି ମୌସୁମୀ ଅଫର୍

ସ୍ପାଇସ ଜେଟର ସ୍ବତନ୍ତ୍ର ଅଫରରେ କରନ୍ତୁ କେବଳ ୯୯୯ ଟଙ୍କାରେ ଉଡାଣ। ଏୟାରଲାଇନ ନିଜର ମେଗା ମୌସୁମୀ ଅଫର ଆରମ୍ଭ କରିଛି। ଏହି ସେଲ କେବଳ ଘରୋଇ ଉଡାଣ ଏବଂ ଏକ ତରଫା ଯାତ୍ରା ପାଇଁ ଉପଲବ୍ଧ। ମେଗା ମୌସୁମୀ ସେଲ ୪ରୁ୮ ଜୁଲାଇ ପର୍ଯ୍ଯନ୍ତ ଚାଲିବ ଏବଂ ବୁକ୍ ହୋଇଥିବା ଟିକେଟର ବୈଧତା ୮ ଅକ୍ଟୋବର…