ବିମାନ ଟଏଲେଟରେ ଦେଢ ଘଣ୍ଟା ଫସିଲେ ଯାତ୍ରୀ, ଅବତରଣ କରିବା ପରେ ଡୋର ତାଡି ହେଲେ ଉଦ୍ଧାର
ବିମାନର ଟଏଲେଟରେ ଦେଢ ଘଣ୍ଟା ଫସିଲେ ଯାତ୍ରୀ । ଟଏଲେଟ ଗେଟ୍ରେ କିଛି ତ୍ରୁଟି ଯୋଗୁଁ ଯାତ୍ରୀ ଜଣକ ଭିତରେ ଦେଢ ଘଣ୍ଟା କାଳ ଫସି ରହିଥିଲେ । ବିମାନ ଅବତରଣ କରିବା ପରେ ଗ୍ରାଉଣ୍ଡ ଷ୍ଟାଫ ଟଏଲେଟ ଡୋରକୁ ତାଡି ଯାତ୍ରୀଙ୍କୁ ବାହାର କରିଥିଲେ । ତେବେ ବିମାନଟି ଅବତରଣ ସମୟରେ ଯାତ୍ରୀ ଜଣକ…