ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଭାରୋତ୍ତୋଳନ ପାଇଁ ଓଡ଼ିଶାରୁ ୭ ଜଣିଆ ଟିମ୍
ଭୁବନେଶ୍ବର (କେନ୍ୟୁଜ୍) : ଆସନ୍ତା ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ବିହାରର ରାଜଗିରି ଠାରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶାରୁ ୭ ଜଣ ବାଳକ ବାଳିକା ଭାଗ ନେଉଛନ୍ତି । ବାଳିକା ଦଳରେ ସ୍ବର୍ଣ୍ଣ ପଦକ ବିଜୟିନୀ ଜ୍ୟୋସ୍ନା ଶବର, ମିନା…