Browsing Tag

sports deputy director

ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ଉପ ନିର୍ଦ୍ଦେଶିକା ଭାବେ ନିଯୁକ୍ତି ହେଲେ ବବିତା ଫୋଗତ

ହରିୟାଣା ସରକାର ରେସଲର ବବିତା ଫୋଗତ ଓ କବାଡି ଖେଳାଳି କବିତା ଦେବୀଙ୍କୁ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ଉପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତିରେ ରହିଥିବା ସର୍ତ୍ତାବଳୀ ଅନୁସାରେ ଉଭୟେ ଏଣିକି କୌଣସି ବ୍ୟବସାୟିକ ବିଜ୍ଞାପନ ପାଇଁ ଚୁକ୍ତି କରିପାରିବେ ନାହିଁ। କବିତା…