Browsing Tag

sports news

କେବେ ଆରମ୍ଭ ହୋଇଥିଲା ମହିଳା କ୍ରିକେଟ୍? ଜାଣନ୍ତୁ ମହିଳା କ୍ରିକେଟର ଇତିହାସ

ଆଇସିସି ଦିନିକିଆ ବିଶ୍ବକପ ଜିତି ଇତିହାସ ରଚିଛି ଭାରତୀୟ ମହିଳା ଟିମ୍ । ନଭେମ୍ବର ୨ ତାରିଖରେ ନଭୀ ମୁମ୍ବାଇର ଡିୱାଇ ପାଟିଲ ସ୍ପୋଟର୍ସ ଏକାଡେମୀରେ ଖେଳାଯାଇଥିବା ଭାରତ-ସାଉଥ ଆଫ୍ରିକାକୁ ୫୨ ରନରେ ହରାଇଛି । ଭାରତୀୟ ମହିଳା ଟିମ୍ ପ୍ରଥମ ଥର ପାଇଁ ବିଶ୍ବକପ ଟାଇଟଲ ଜିତିଛି । ଯାହାକୁ ନେଇ…

“ଖେଳପଡ଼ିଆରୁ କ୍ୟାବିନେଟ” ଆସନ୍ତୁ ଜାଣିବା ଖେଳାଳିରୁ ମନ୍ତ୍ରୀ ହୋଇଥିବା କିଛି ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ…

“ଖେଳପଡ଼ିଆରୁ କ୍ୟାବିନେଟ" । ଦେଶର ଏମିତି କିଛି ପ୍ରସିଦ୍ଧ ବ୍ୟକ୍ତିତ୍ୱ, ଯେଉଁମାନେ ଖେଳପଡ଼ିଆରୁ ସଂସଦ ପର୍ଯ୍ୟନ୍ତ ଉଭୟ କ୍ଷେତ୍ରରେ ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି । ଖେଳ ପଡିଆରେ “ସେମାନେ ଥିଲେ ହିରୋ, ଦେଶ ପାଇଁ ମେଡାଲ ଆଣିଥିଲେ, ଦେଶକୁ ଅନ୍ତର୍ଜାତୀୟ ସ୍ତରରେ ଗର୍ବିତ କରାଇଥିଲେ।…

ଅଷ୍ଟ୍ରେଲିଆରେ ବିରାଟଙ୍କ କୁନି ଫ୍ୟାନ୍ସଙ୍କ ଖୁସି, ଭିଡିଓ ହେଉଛି ଭାଇରଲ

ବିରାଟ କୋହଲିଙ୍କ ପ୍ରତି କ୍ରେଜ୍ କେବଳ ଭାରତରେ ନୁହେଁ ବରଂ ବିଶ୍ୱର ଅନେକ ଦେଶରେ ଦେଖିବାକୁ ମିଳୁଛି । ବିରାଟଙ୍କର ଫ୍ୟାନ୍ସ ଖୁବ୍ ଅଧିକ ରହିଛନ୍ତି ।  ବର୍ତ୍ତମାନ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ରହିଛି । ବିରାଟ କୋହଲି ମଧ୍ୟ ଟିମ୍ ସହିତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ…

ପୂର୍ବତନ ପାକିସ୍ତାନୀ କ୍ରିକେଟର ଦାନିଶ କାନେରିଆ ଦେଲେ ବଡ ବୟାନ,କହିଲେ ଭାରତ ମୋର ମାତୃଭୂମି

ପୂର୍ବତନ ପାକିସ୍ତାନୀ କ୍ରିକେଟର ଦାନିଶ କାନେରିଆ ସବୁବେଳେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । କାନେରିଆ ଭାରତୀୟ ନାଗରିକ ହେବାକୁ ଚାହୁଁଥିବା ଗୁଜବକୁ ଖାରଜ କରିଛନ୍ତି । ଦାନିଶ୍ ପାକିସ୍ତାନ ପାଇଁ ଖେଳିବା ଦିତ୍ବୀୟ ହିନ୍ଦୁ କ୍ରିକେଟର । ତାଙ୍କ ସମ୍ପର୍କୀୟ ଭାଇ ଅନିଲ ଦଲପତ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ହାତ ମିଳାଇବାକୁ ନେଇ ମୁହଁ ଖୋଲିଲା BCCI

ମହିଳା ବିଶ୍ୱକପ୍ ୨୦୨୫ କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହିଳା ବିଶ୍ୱକପ୍ ମ୍ୟାଚ୍‌ରେ ହାତ ମିଳାଇବ କି ନାହିଁ ସେ ବିଷୟରେ ନୀରବତା ଭାଙ୍ଗିଛନ୍ତି BCCI ସଚିବ ଦେବଜିତ ସାଇକିଆ । ସୂଚନାନୁଯାୟୀ, BCCIର  ସଚିବ ଦେବଜିତ…

ନକଭିଙ୍କ ନଖରାମି, ଏସିଆ କପ୍ ଫାଇନାଲ ଜିତିବା ପରେ ଟ୍ରଫିକୁ ନେଇ ଚାଲି ଯାଇଥିଲେ ନିଜ ରୁମକୁ

ସୁଧୁରୁ ନାହାନ୍ତି ପାକ୍ ମନ୍ତ୍ରୀ ।  ଟ୍ରଫି ଫେରାଇବାକୁ ସର୍ତ୍ତ ରଖିଲେ ନକଭି ।  ଏସିଆ କପ୍ ବିଜେତା ହେବା ପରେ ମୋହସିନ ନକଭିଙ୍କ ହାତରୁ ଟ୍ରଫି ନେବାକୁ ମନା କରିଦେଇଥିଲା ଟିମ୍ ଇଣ୍ଡିଆ ।  ଏହା ପରେ ଟ୍ରଫିକୁ ନେଇ ନିଜ ହୋଟେଲ ରୁମକୁ ଚାଲି ଯାଇଥିଲେ ଏସିସି ଅଧ୍ୟକ୍ଷ ନକଭି । ଯାହାକୁ…

ଭଗବାନଙ୍କ ଶରଣରେ ବିରୁଷ୍କା : ଜୀବନକୁ ପରଫେକ୍ଟ କରିବା ପାଇଁ ଆରମ୍ଭ କରିଛନ୍ତି ଆଧ୍ୟାତ୍ମିକ ଯାତ୍ରା

କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ସେମାନଙ୍କ ପ୍ରଫେସନ ପାଇଁ ସେମାନେ ଖୁବ୍ ଚର୍ଚ୍ଚାରେ ଥାଆନ୍ତି । କେବଳ ସେତିକି ନୁହେଁ ବରଂ ସେମାନଙ୍କ ଯୋଡ଼ି ପାଇଁ ମଧ୍ୟ ଖୁବ୍ ପପୁଲାର । ବର୍ତ୍ତମାନ କିନ୍ତୁ ସେମାନେ ଆଧ୍ୟାତ୍ମିକ ଯାତ୍ରା ପାଇଁ ଜୋରଦାର ଚର୍ଚ୍ଚାରେ ରହିଛନ୍ତି ।…

ଭାରତଠାରୁ ୬ ୱିକେଟରେ ହାରିଲା ପାକିସ୍ତାନ, ଫାଇନାଲ ପାଇଁ କର ବା ମର ସ୍ଥିତିରେ ରହିଛି ଦଳ

ପୁଣି ଧୂଳି ଚାଟିଲା ପାକିସ୍ତାନ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଏସିଆ କପ ସୁପର ୪ର ଦ୍ବିତୀୟ ମ୍ୟାଚରେ ପାକିସ୍ତାନକୁ ୬ ୱିକେଟରେ ହରାଇଛି ଭାରତ । ୧୭୨ ରନର ଲକ୍ଷ୍ୟକୁ ଭାରତ ୧୮.୫ ଓଭରରେ ହାସଲ କରିନେଇଥିଲା । ଅଭିଷେକ ବର୍ମାଙ୍କ ଧୁଆଁଧାର ଅର୍ଦ୍ଧଶତକ ଓ ଶୁବମନ ଗିଲଙ୍କ ଦମଦାର…

ପାକିସ୍ତାନ ଅଧିନାୟକଙ୍କ ସହ ହାତ ମିଳାଇଲେନି ସୂର୍ଯ୍ୟକୁମାର ଯାଦବ, ଭାରତର ବିଜୟକୁ ସେନାଙ୍କୁ ସମର୍ପିତ

ଭାରତୀୟ କ୍ରିକେଟ୍ କ୍ୟାପ୍ଟେନ୍ ସୂର୍ଯ୍ୟକୁମାର ଯାଦବ ଏସିଆ କପ୍ ୨୦୨୫ ଟସ୍ ସମୟରେ ପାକିସ୍ତାନୀ କ୍ୟାପ୍ଟେନ୍ ସଲମାନ ଅଲି ଆଗାଙ୍କ ସହିତ ହାତ ମିଶାଇ ନଥିଲେ । ତାଙ୍କ ନିଷ୍ପତ୍ତିକୁ ମଧ୍ୟ ବିସିସିଆଇ ଟିମ୍ ସମର୍ଥନ କରିଛନ୍ତି । ଏତିକି ନୁହେଁ ମ୍ୟାଚ୍ ଖେଳିବା ପରେ ମଧ୍ୟ ଭାରତୀୟ ଖେଳାଳି…

ବିରାଟ କୋହଲିଙ୍କୁ ତାଲିବାନ୍ ନେତାଙ୍କ ବଡ଼ ଅନୁରୋଧ, କହିଲେ ଏମିତି …

ଆଫଗାନିସ୍ତାନରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କର ଅଭାବ ନାହିଁ । ସେହିପରି ବିରାଟ କୋହଲିଙ୍କ ଫ୍ୟାନ୍ସଙ୍କର ମଧ୍ୟ ଅଭାବ ନାହିଁ । କିନ୍ତୁ ଫ୍ୟାନ୍ସଙ୍କ ବ୍ୟତୀତ ତାଲିବାନ୍ ନେତାମାନେ ମଧ୍ୟ କ୍ରିକେଟ୍ ଷ୍ଟାରଙ୍କ ଖେଳ ଦେଖିବା ପାଇଁ ଚାହାଁନ୍ତି । ଟିମ୍ ଇଣ୍ଡିଆର ଷ୍ଟାର୍ ବିରାଟ କୋହଲି ଏବଂ…

ଏସିଆ ରଗବୀ ଚାମ୍ପିଅନସିପ ୨୦୨୫ : ୧୮ ବର୍ଷରୁ କମ ଭାରତୀୟ ଦଳରେ KISSର ୭ ଖେଳାଳି

ଭୁବନେଶ୍ୱର : ଚୀନର ହୋହୋଟଠାରେ ସେପ୍ଟେମ୍ବର ୧୩-୧୪ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏସିଆ ରଗବି ଏମିରେଟସ U 18 ଚାମ୍ପିଅନସିପ ୨୦୨୫ରେ ଭାରତକୁ ପ୍ରତିନିଧିତ୍ୱ କରିବା ପାଇଁ କିସର ସାତ ରଗବି ଖେଳାଳି (୪ ଜଣ ପୁଅ ଓ ୩ ଜଣ ଝିଅ) ମନୋନୀତ ହୋଇଛନ୍ତି। ଭାରତୀୟ ରଗବୀ ଫୁଟବଲ୍ ୟୁନିଅନ୍…

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଭାରତରେ ଆୟୋଜିତ ଟୁର୍ଣ୍ଣାମେଣ୍ଟ ପାଇଁ ମିଳିବ ଫ୍ରି ଏଣ୍ଟ୍ରି

ଅଗଷ୍ଟ ୨୯ ତାରିଖରୁ ବିହାରରେ ଆରମ୍ଭ ହେବାକୁ ଯାଉଛି ହକି ଏସିଆ କପ୍ ୨୦୨୫ । ଯାହାର ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ୭ ତାରିଖରେ ଖେଳାଯିବ । ସମସ୍ତ ମ୍ୟାଚ୍ ବିହାରର ରାଜଗିର ହକି ଷ୍ଟାଡିଅମରେ ଖେଳାଯିବାର ଆୟୋଜନ ରହିଛି । ଯେଉଁଥିରେ ୮ଟି ଦଳକୁ ଚାରିଟି ଗ୍ରୁପରେ ଭାଗ କରାଯିବ । ଯାହାକୁ ନେଇ…