Odisha News
Browsing Tag

sports news

ରସ୍‌ ଟେଲର ନିଜ ପିଲାଙ୍କ ସହ ସେଲିବ୍ରେଟ୍‌ କଲେ ୧୦୦ତମ ଟେଷ୍ଟ, ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ତରଫରୁ ଭେଟି ଦିଆଗଲା…

କ୍ରିକେଟର ୩ଟି ଫର୍ମାଟରେ ୧୦୦ଟି ମ୍ୟାଚ୍‌ ଖେଳି ନ୍ୟୁଜିଲାଣ୍ଡର ମହାନ୍‌ ବ୍ୟାଟ୍ସମ୍ୟାନ ରସ୍‌ ଟେଲର ବିଶ୍ୱର ପ୍ରଥମ ଖେଳାଳି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ଏହି ସଫଳତା ଶୁକ୍ରବାର ବେସିନ୍‌ ରିଜର୍ଭ ଗ୍ରାଉଣ୍ଡରେ ଭାରତ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ହାସଲ…

ବିରାଟଙ୍କୁ ଛାଡ଼ି ମୁମ୍ବାଇ ଫେରିଲେ ପତ୍ନୀ ଅନୁଷ୍କା, ଦୂରେଇ ଯିବା ଦୁଃଖରେ ଶେୟାର କଲେ ଏଭଳି ଭାବପୂର୍ଣ୍ଣ ମେସେଜ

ଭାରତୀୟ କ୍ୟାପ୍‌ଟେନ ବିରାଟ କୋହଲି ବର୍ତ୍ତମାନ ଟିମ୍‌ ଇଣ୍ଡିଆ ସହ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ଏହି ଟୁର୍‌ରେ ବିରାଟଙ୍କ ସହ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଥିଲେ। କିନ୍ତୁ ଏବେ ସେ ନିଜ କାମ ପାଇଁ ମୁମ୍ବାଇ ଫେରିଆସିଛନ୍ତି। ଏହାରି ଭିତରେ ଅନୁଷ୍କା, ବିରାଟଙ୍କ ପାଖକୁ ଏକ…

ନ୍ୟୁଜିଲାଣ୍ଡରେ ‘ବ୍ଲୁ ସ୍ପ୍ରିଙ୍ଗ୍‌ସ ଓ୍ଵାଟରଫ୍ରଣ୍ଟ’ରେ ମସ୍ତି କରୁଥିବାର ନଜର ଆସିଲେ ଟିମ୍‌ ଇଣ୍ଡିଆ, BCCI ଶେୟାର…

ଭାରତୀୟ କ୍ରିକେଟ ଟିମ୍‌ ଟେଷ୍ଟ ସିରିଜ୍‌ ପୂର୍ବରୁ ନିଜକୁ ତାଜା ରଖିବା ପାଇଁ ଗୁରୁବାର ନ୍ୟୁଜିଲାଣ୍ଡରେ ‘ବ୍ଲୁ ସ୍ପ୍ରିଙ୍ଗ୍‌ସ ଓ୍ଵାଟରଫ୍ରଣ୍ଟ’ରେ ଦିନ କାଟିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଏକ ଭିଡିଓ ଶେୟାର କରାଯାଇଛି, ଯେଉଁଥିରେ…

ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କ ଲଜ୍ଜାଜନକ କାମ, ଫିଟ୍‌ନେସ୍‌ ଟେଷ୍ଟରେ ଫେଲ୍‌ ହୋଇଯିବାରୁ ଦେହରୁ ବାହାର କରିଦେଲେ ସବୁ…

ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଉମର ଅକ୍‌ମଲ ପୁଣିଥରେ ବିବାଦରେ ଫସିଛନ୍ତି। ନିଜର ଖରାପ ଫିଟ୍‌ନେସ ଯୋଗୁ ପାକିସ୍ତାନୀ ଟିମ୍‌ରେ ଜାଗା ବନାଇ ପାରୁ ନ ଥିବା ଅକ୍‌ମଲଙ୍କ ଉପରେ ଆସିଛି ଗମ୍ଭୀର ଅଭିଯୋଗ। ମିଡିଆ ରିପୋର୍ଟ ମୁତାବକ, ଉମର ଅକ୍‌ମଲ ପାକିସ୍ତାନର ନ୍ୟାଶନାଲ କ୍ରିକେଟ ଏକାଡେମୀରେ…

ବଲ୍‌ ଗାର୍ଲଙ୍କୁ କଦଳୀ ଚୋପା ଛଡ଼େଇବାକୁ କହି ବିବାଦରେ ଫସିଲେ ଟେନିସ୍‌ ଖେଳାଳି, ଲୋକେ ଅମ୍ପାୟାରଙ୍କୁ କଲେ ପ୍ରଂଶସା

ଫ୍ରାନ୍ସର ଜଣେ ଟେନିସ୍‌ ଖେଳାଳିଙ୍କ ହରକତ ଲୋକଙ୍କୁ ଆଦୌ ପସନ୍ଦ ଆସିନି। ଅଷ୍ଟ୍ରେଲିଆ ଓପନ୍‌ ଚାଲିଥିବା ସମୟରେ ଟେନିସ୍‌ ଖେଳାଳି ଇଲିୟଟ୍‌ ବେନକାଥ୍ରିଟ୍‌ ଜଣେ ବଲ୍‌ ଗାର୍ଲଙ୍କୁ କଦଳୀ ଚୋପା ଛଡ଼େଇବାକୁ କହିଥିଲେ। ଆଉ ଏହାପରେ ଆରମ୍ଭ ହୋଇଯାଇଥିଲା ବିବାଦ। So this is the moment where…

ପୁରୁଷ ଆନ୍ତର୍ଜାତିକ କ୍ରିକେଟ୍‌ରେ ପ୍ରଥମ ଘଟଣା: ମହିଳା ହେବେ ଥାର୍ଡ ଅମ୍ପାୟର

ପୁରୁଷ ଆନ୍ତର୍ଜାତିକ କ୍ରିକେଟ୍‌ରେ ଜଣେ ମହିଳା ଥାର୍ଡ ଅମ୍ପାୟର୍‌ର ଦାୟିତ୍ୱ ନେବେ। ଏମିତି ଘଟଣା ପ୍ରଥମ ଥର ହେବାକୁ ଯାଉଛି। େଓ୍ଵଷ୍ଟଇଣ୍ଡିଜ୍‌ର ଜ୍ୟାକ୍‌ଲିନ ଓ୍ଵିଲିୟମ୍ସ ଆୟାରଲ୍ୟାଣ୍ଡ ବିପକ୍ଷରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଥାର୍ଡ ଅମ୍ପାୟର୍‌ର ଭୂମିକା ତୁଲାଇବେ।…

ମାଲେସିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବିଶ୍ୱର ୧ ନମ୍ବର ବ୍ୟାଡ୍‌ମିଣ୍ଟନ ଖେଳାଳି କେଣ୍ଟୋ ମୋମୋତାଙ୍କ ସମେତ ୪…

ମାଲେସିଆରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ବିଶ୍ୱର ୧ ନମ୍ବର ବ୍ୟାଡ୍‌ମିଣ୍ଟନ ଖେଳାଳି କେଣ୍ଟୋ ମୋମୋତାଙ୍କ ସମେତ ୪ଜଣ ଗୁରୁତର ଆହତ ହୋଇଛନ୍ତି। ରିପୋର୍ଟ ମୁତାବକ, ମୋମୋତାଙ୍କ ମାଲେସିଆ ମାଷ୍ଟର୍ସ ଟାଇଟଲ୍‌ ଜିତିବାର ମାତ୍ର କିଛି ଘଣ୍ଟା ପରେ ଏହି ଦୁର୍ଘଟଣା ଘଟିଥିଲା।…

ଗରିବ ପିଲାକୁ ପଡ଼ିଆ ଭିତରେ ବସାଇ ଖାଦ୍ୟ ଖୁଆଇଲେ ଏହି କ୍ରିକେଟର, ହାତରେ ପିଆଇଦେଲେ ଚା’

ବାମହାତି ସ୍ପିନର ଇକ୍‌ବାଲ୍‌ ଅବ୍‌ଦୁଲ୍ଲାହ ଏତେ ଦୁଃର୍ଭାଗ୍ୟଶାଳୀ ଯେ ତାଙ୍କ ପାଖରେ ଟ୍ୟାଲେଣ୍ଟ ଥାଇ ମଧ୍ୟ ସେ ଟିମ୍‌ ଇଣ୍ଡିଆରେ ଖେଳିପାରୁନାହାନ୍ତି। କିନ୍ତୁ ନୂଆବର୍ଷରେ ସେ ପଡ଼ିଆରେ ଯେଭଳି ଭାବେ ଉଦାରପଣିଆ ଦେଖାଇଲେ, ତାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା। ସମସ୍ତେ ତାଙ୍କୁ ସାଲ୍ୟୁଟ୍‌…

ଅଦରକାରୀ ବସ୍ତୁରେ ତିଆରି ନିଜର ଫଟୋ ଦେଖି ଆଚମ୍ବିତ ହୋଇଗଲେ କ୍ୟାପ୍‌ଟେନ କୋହଲି, ଗୌହାଟି ଟି-୨୦ ପୂର୍ବରୁ ଫ୍ୟାନ୍‌…

ବିଶ୍ୱର କୋଣ ଅନୁକୋଣରେ କ୍ୟାପ୍‌ଟେନ ବିରାଟ କୋହଲିଙ୍କ ପ୍ରଶଂସକ ଭରି ଭରି ରହିଛନ୍ତି। ଦେଶର ଏମିତି କୌଣସି ବି ସ୍ଥାନ ନାହିଁ, ଯେଉଁଠି ବିରାଟଙ୍କ ପ୍ରଶଂସକ ନାହାନ୍ତି। ବିଶ୍ୱର ଯେଉଁଠି ବି କ୍ରିକେଟ୍‌ ମ୍ୟାଚ୍‌ ହୁଏ, ସେଠି କିଙ୍ଗ୍‌ କୋହଲିଙ୍କ ସମର୍ଥକ ପହଞ୍ଚିଯାଆନ୍ତି। ଶ୍ରୀଲଙ୍କା…

ଝିଅ ‘ଆଳତି’ କରିବାରୁ ରାଗରେ ଜଳିଉଠିଲେ ଶାହିଦ୍‌ ଆଫ୍ରିଦି, କଲେ ଏଭଳି କଠୋର କାମ, ଜାଣନ୍ତୁ ପୂରା ଘଟଣା

ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ୍‌ ଆଫ୍ରିଦି ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଭିଡିଓ ବହୁତ ପୁରୁଣା, କିନ୍ତୁ ଏବେ ଏହା ଖୁବ୍‌ ଭାଇରାଲ ହୋଇଯାଇଛି। ଭିଡିଓଟି ଭାଇରାଲ ହେବା ପରେ ଲୋକେ ଆଫ୍ରିଦିଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି। ସେପଟେ ବଲିଉଡ୍‌ ନିର୍ଦ୍ଦେଶକ…

LBW ଅପିଲରେ ଈଶାରା ବଦଳରେ ଅମ୍ପାୟାର ଆଙ୍ଗୁଠିରେ କଲେ ଏଭଳି କାମ, ଭିଡିଓ ଦେଖିଲେ ରୋକିପାରିବେନି ଆପଣଙ୍କ ହସ

କ୍ରିକେଟ୍‌ ପଡ଼ିଆରେ କେବେ କେବେ ଏମିତି କିଛି ଘଟଣା ଘଟିଥାଏ, ଯାହାକୁ ଦେଖି ଦର୍ଶକ ନିଜ ହସ ରୋକିପାରନ୍ତି ନାହିଁ। ଏମିତି ହିଁ ଏକ ମ୍ୟାଚ୍‌ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟର ହୋଇଛି। ଆସନ୍ତୁ ଜାଣିବା ପୂରା ଘଟଣା ସମ୍ପର୍କରେ। ଅଷ୍ଟ୍ରେଲିଆରେ ଟି-୨୦ କ୍ରିକେଟ୍‌ ଲିଗ୍‌ର ଏକ…

ଧୋନୀଙ୍କ ଝିଅ ଜୀଭା ସୁନ୍ଦର କଣ୍ଠରେ ଗାଇଲେ କୃଷ୍ଣ ଭଜନ, ଦେଖନ୍ତୁ ଭିଡିଓ

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପ୍‌ଟେନ ମହେନ୍ଦ୍ର ସିଂହ ଧୋନୀଙ୍କ ଝିଅ ଜୀଭା ଧୋନୀଙ୍କ ଏକ କ୍ୟୁଟ୍‌ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଜୀଭା ମାଲାୟାଲମ୍‌ ଭାଷାରେ ଏକ କୃଷ୍ଣ ଭଜନ ଗାଉଥିବା ନଜର ଆସୁଛନ୍ତି। ଧୋନୀଙ୍କ ଫ୍ୟାନ୍‌ମାନେ ଭିଡିଓଟିକୁ ଖୁବ୍‌ ପସନ୍ଦ…