ଫିଫା ବିଶ୍ୱକପର କ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହେବେ ବ୍ରାଜିଲ ଏବଂ କ୍ରୋଏସିଆ
ଫିଫା ବିଶ୍ବକପ୍ କତାର ସଂସ୍କରଣର କ୍ବାର୍ଟର ଫାଇନାଲ ମ୍ୟାଚ୍ ଆଜିଠୁ ଆରମ୍ଭ ହେଉଛି। ବ୍ରାଜିଲ୍ ଓ କ୍ରୋଏସିଆ ମଧ୍ୟରେ ପ୍ରଥମ, ନେଦରଲାଣ୍ଡ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଦ୍ବିତୀୟ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ସେହିପରି ଶନିବାର କ୍ବାର୍ଟର ଫାଇନାଲ୍ରେ ପ୍ରଥମ ମ୍ୟାଚ୍…