Browsing Tag

sports

ଓଡ଼ିଶା କ୍ରୀଡ଼ାକୁ ନେଇ ହନ୍ଦୀ ଗୀତ ‘ଏକ ନୟି କାହାନୀ ଲିଖି ହେ ଓଡ଼ିଶା’

ଭୁବନେଶ୍ୱର : ଓଡିଶା କ୍ରୀଡ଼ା ଉପରେ ହିନ୍ଦୀ ଗୀତ ‘ଏକ ନୟି କାହାନୀ ଲିଖି ହେ ଓଡ଼ିଶା’ । ଏହିକୁ ଲେଖିବା ସହ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସନ୍ତୋଷ ପଣ୍ଡା । ଗୀତଟି ଗାଇଛନ୍ତି ବଲିଉଡ୍‌ର ପ୍ରସିଦ୍ଧ ଗାୟକ ଅଭିଜିତ । ଓଡ଼ିଶାରେ ଆଉ ଅଳ୍ପଦିନ ଭିତରେ ହକି ବିଶ୍ୱ କପ୍‌ ଆୟୋଜିତ ହେଉଥିବାରୁ ଏହି…

CWG ୨୦୨୨ ପଦକ ଟାଲି: ଆଉ ଏକ ସ୍ୱର୍ଣ୍ଣ ପଦକ ସହିତ ସପ୍ତମ ସ୍ଥାନରେ ପହଞ୍ଚିଛି ଭାରତ, ୧୩୨ ପଦକ ଜିତି ଶୀର୍ଷରେ ରହିଛି…

କମନୱେଲଥ ଗେମ୍ସ ୨୦୨୨ ରେ ମୋଟ ୨୦ ଟି ପଦକ ସହିତ ଭାରତ ସପ୍ତମ ସ୍ଥାନରେ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ମୋଟ ପଦକ ୨୦କୁ ବୃଦ୍ଧି ପାଇଛି। ଆରମ୍ଭରୁ ପଦକ ତାଲିକାରେ ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନରେ ରହିଛି। କମନୱେଲଥ ଗେମ୍ସ ୨୦୨୨ ର ୭ ତମ ଦିନରେ ମୁରଲୀ ଶ୍ରୀଶଙ୍କର ଏବଂ ସୁଧୀରଙ୍କ…

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ସାଫ ଅଣ୍ଡର ୨୦ ଫୁଟବଲ ଚାମ୍ପିୟାନସିପରେ ବାଂଲାଦେଶକୁ ହରେଇ ଭାରତ ଚାମ୍ପିୟାନ

କେନ୍ୟୁଜ୍(ବ୍ୟୁରୋ): ବାଂଲାଦେଶକୁ ହରେଇ ଭାରତ ଚାମ୍ପିୟାନ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ସାଫ ଅଣ୍ଡର ୨୦ ଫୁଟବଲ ଚାମ୍ପିୟାନସିପରେ ବାଂଲାଦେଶକୁ ୫-୨ ଗୋଲରେ ହରେଇ ଟ୍ରଫି ହାତେଇଲା ଭାରତ। ଭାରତ ପକ୍ଷରୁ ଗୁରକିରତ ସିଂ ଆକର୍ଷଣୀୟ ଖେଳ ପାଦର୍ଶନ କରିବା ସହ ୪ଟି ଗୋଲ ସ୍କୋର କରିଥିଲେ।…

କିଟ୍‍ ଆଥ୍‍ଲେଟିକ୍‍ ଷ୍ଟାଡ଼ିଅମରେ ୬୮ତମ ରାଜ୍ୟ ବରିଷ୍ଠ ଓ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା: ଓଡ଼ିଶାର ୩୦ଟି ଜିଲ୍ଲା…

ଭୁବନେଶ୍ବର(କେନ୍ୟୁଜ୍):କିଟ୍‍ ଆଥ୍‍ଲେଟିକ୍‍ ଷ୍ଟାଡ଼ିଅମରେ ୬୮ତମ ରାଜ୍ୟ ବରିଷ୍ଠ ଓ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‍ଘାଟିତ ହୋଇଯାଇଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ। ଅପ୍ରେଲ୍‍ ୧୧ ତାରିଖ ପର୍ଯ୍ୟନ୍ତ ୪…

କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର : ଚଳିତବର୍ଷ ପ୍ରଥମ ଥର ଲାଗି ଆୟୋଜିତ ହେବାକୁ ଯାଉଛି ଭାରତୀୟ ଭଲିବଲ ଲିଗ୍‌

କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ପ୍ରଥମ ଥର ଲାଗି ଆୟୋଜିତ ହେବାକୁ ଯାଉଛି ଭାରତୀୟ ଭଲିବଲ ଲିଗ୍‌ । ଭାରତୀୟ ଭଲିବଲ ସଂଘ ଓ ଡିସକଭରି ନେଟ୍‌ଓ୍ଵର୍କର ପ୍ରିମିଅମ ସ୍ପୋଟ୍‌ର୍ସ ବ୍ରାଣ୍ଡ ଇଉରୋସ୍ପୋର୍ଟ ଇଣ୍ଡିଆ ମିଳିତ ଭାବେ ଏହି ଲିଗ ଆୟୋଜନ କରିବେ । ଏ ନେଇ ଇଉରୋସ୍ପୋର୍ଟ ଇଣ୍ଡିଆ…

ଉପଅଧିନାୟକ ଖୋଜା ଶେଷ, ରୋହିତଙ୍କ ସ୍ଥାନ ନେଲେ ରାହୁଲ

କେନ୍ୟୁଜ ଓଡିଶା: ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ରାହୁଲ ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ରାହୁଲ ଏବେ ଆହତ ରୋହିତଙ୍କ ସ୍ଥାନ ନେବେ । ତାଙ୍କ ଅନୁପସ୍ଥିତିରେ ଦଳ ସମ୍ଭାଳିବେ ରାହୁଲ । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କେ ଏଲ ରାହୁଲ ଦଳର ଦାୟିତ୍ୱ ହ୍ରହଣ କରିବା ସହିତ ଏହି ସିରିଜରେ…

ମହିଳା ଫୁଟବଲ ଟିମ୍‌ର ଏହି ଖେଳାଳିଙ୍କୁ ପ୍ରତିଦ୍ୱନ୍ଦ୍ୱୀ ଟିମ୍‌ କହିଲା ପୁରୁଷ, ତୁରନ୍ତ ଲିଙ୍ଗ ଯାଞ୍ଚ କରିବାକୁ ଦାବି

ଇରାନର ରାଷ୍ଟ୍ରୀୟ ମହିଳା ଫୁଟବଲ ଟିମ୍‌ରେ ଜଣେ ପୁରୁଷ ଖେଳାଳି ଖେଳୁଛନ୍ତି। ଏହି ଖେଳାଳି ଜଣକ ମ୍ୟାଚ୍‌ ସମୟରେ ଗୋଲକିପରର ଭୂମିକା ନିଭାଇଥିଲେ। ଇରାନ ଉପରେ ଏଭଳି ଅଭିଯୋଗ ଆଣିଛି ଏହାର ନିଟକତମ ପ୍ରତିଦ୍ୱନ୍ଦ୍ୱୀ ଜୋର୍ଡାନ। ଜୋର୍ଡାନ ଫୁଟବଲ ଆସୋସିଏଶନ ଅଧ୍ୟକ୍ଷ ପ୍ରିନ୍ସ ଅଲୀ ବିନ୍‌…

ବଦଳିବ କ୍ରୀଡ଼ା ଭୁଗୋ, ତୃଣମୂଳ ସ୍ତରରେ ସୁଦୃଢ଼ ହେବ ରାଜ୍ୟର କ୍ରୀଡା ଭିତ୍ତିଭୂମି

ଭୁବନେଶ୍ବର(କେନ୍ଯୁଜ୍): ବଦଳିବ ରାଜ୍ୟର କ୍ରୀଡ଼ା ଭୁଗୋଳ । ତୃଣମୂଳ ସ୍ତରରେ ସୁଦୃଢ଼ ହେବ ରାଜ୍ୟର କ୍ରୀଡା ଭିତ୍ତିଭୂମି । ଏଥିପାଇଁ ପ୍ରସ୍ତୁତ ହେଉଛି ନକ୍ସା । କ୍ରାଡ଼ା ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣ ହେବ ସ୍ୱତନ୍ତ୍ର ସ୍କୁଲ । ଫଳରେ ସ୍ପୋର୍ଟସ ହଷ୍ଟେଲର ଛାତ୍ରଛାତ୍ରୀ ସେମାନଙ୍କ…

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ୩୦ କୋଟି ଟଙ୍କାର କୋଭିଡ ସହାୟତା ରାଶି ପ୍ରଦାନ

କରୋନାରେ ସମସ୍ତେ ନିଜ ସହାୟତାର ହାତ ବଢ଼ାଉଥିବା ବେଳେ ଏବେ କ୍ରିକେଟ ଟିମ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ନିଜ ପକ୍ଷରୁ ସହଯୋଗର ହାତ ବଢ଼ାଇଛି । କରୋନା ପାଇଁ ୩୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଆଇପିଏଲର ଫ୍ରାଞ୍ଚାଇଜ ଟିମ ସନରାଇଜର୍ସ ହାଇଦ୍ରାବାଦ ନିଜ ଟ୍ୱିଟର ଆକାଉଣ୍ଟରେ…

ଆଇପିଏଲ ମ୍ୟାଚ ସ୍ଥଗିତ ପରେ ଅସୁବିଧାରେ ପଡିଲେ ଅଷ୍ଟ୍ରେଲିଆ କ୍ରିକେଟର

କରୋନାର ସଂକ୍ରମଣ ବୃଦ୍ଧିକୁ ନେଇ ଭାରତୀୟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ପକ୍ଷରୁ ଆଇପିଲଏ କୁ ସ୍ଥଗିତ ରଖାଯାଇଛି । ମହାମାରୀ କାରଣରୁ ଭାରତରେ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ଏହି ସମୟରେ ଖେଳରେ ଥିବା ବିଦେଶୀ ଖେଳାଳୀ କିପରି ଘରକୁ ଫେରିବେ ସେ ସଂପର୍କରେ ଆଲୋଚନା କରାଯାଉଛି । ଏହାକୁ ନେଇ…

ଦିଲ୍ଲୀ କ୍ୟାପିଟାଲସ୍‌କୁ ଝଟକା: ଅଚାନକ୍‌ ଆଇପିଏଲରୁ ବ୍ରେକ୍‌ ନେଲେ ସ୍ପିନର ଆର ଅଶ୍ୱିନୀ

ନୂଆଦିଲ୍ଲୀ : ଦିଲ୍ଲୀ କ୍ୟାପିଟାଲସ୍‌କୁ ଝଟକା । ଅଚାନକ୍‌ ଆଇପିଏଲରୁ ବ୍ରେକ୍‌ ନେଲେ ସ୍ପିନର ଆର ଅଶ୍ୱିନୀ । ପରିବାରଙ୍କ ସହ ରହିବାକୁ ଚାହୁଁଛନ୍ତି । ଯେଉଁମାନେ ଏବେ କରୋନା ମହାମାରୀ ସହ ଲଢ଼େଇ କରୁଛନ୍ତି । ଗତକାଲି ସନରାଇଜର୍ସ ହାଇଦ୍ରାବାଦ ସହ ମ୍ୟାଚ ଖେଳି ସାରିବା ପରେ ଏଭଳି ନିଷ୍ପତ୍ତି…

କ୍ରିଷ୍ଟିୟାନୋ ରୋନାଲ୍ଡୋ : କୋଟିଏରେ ଘର, ନିଜର ହୋଟେଲ୍‌ ଏବଂ ୨୦ ରୁ ଉର୍ଦ୍ଧ୍ୱ ଲକ୍ସରୀ କାର୍‌, ଜାଣନ୍ତୁ ତାଙ୍କ…

ଖେଳ ଓ ଫିଲ୍ମ ଦୁନିଆର ସେଲିବ୍ରେଟିଙ୍କ ଜୀବନଶୈଳୀ ଟିକେ ଭିନ୍ନ । ଉଭୟେ ସଫଳତାର ଶୀର୍ଷରେ ପହଞ୍ଚିବା ସହ ନିଜର ଜୀବନଶୈଳୀ ପାଇଁ ବେଶ ଚର୍ଚ୍ଚିତ ହୋଇଥାନ୍ତି । ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଫୁଟବଲ୍‌ର କ୍ରିଷ୍ଟିୟାନୋ ରୋନାଲ୍ଡୋ । ନିଜର ଖେଳ କୌଶଳ ଦ୍ୱାରା ବିରୋଧୀଙ୍କ ହୋସ ଉଡାଇ ଦିଅନ୍ତି…