Browsing Tag

spot admission

ୟୁଜି/ପିଜି, ଦୁଇ ବର୍ଷିଆ ବିଏଡ ଓ ଏମଏଡ ପାଇଁ ସ୍ପଟ ନାମଲେଖା ଅବଧି ବୃଦ୍ଧି, ୩୦ ତାରିଖରେ ଭାଗ ନିଅନ୍ତୁ

ଭୁବନେଶ୍ୱର : ୟୁଜି/ପିଜି, ଦୁଇ ବର୍ଷିଆ ବିଏଡ ଓ ଏମଏଡ ଆଦି ପାଠ୍ୟକ୍ରମ ପାଇଁ ସ୍ପଟ ନାମଲେଖା ଅବଧି ବୃଦ୍ଧି । ୩୦ ତାରିଖ ସକାଳ ୧୦ଟାରୁ ଅପରାହ୍ଣ ୫ଟା ମଧ୍ୟରେ ଆବେଦନକାରୀମାନେ ଆବଶ୍ୟକ ସମସ୍ତ ଡକ୍ୟୁମେଣ୍ଟ ସହ କମନ ଆପ୍ଲିକେସନ ଫର୍ମ ସ୍ପଟ ନାମଲେଖାରେ ଭାଗ ନେବା ପାଇଁ ଶିକ୍ଷାନୁଷ୍ଠାନରେ…