ଅପଣଙ୍କ ଗୋଡ଼ ଏବଂ ହାତ ମକଚି ଯାଇଛି କି ? ତେବେ ଆପଣଙ୍କ ଘରେ ରହିଛି ଏହି ଯନ୍ତ୍ରଣାର ଉପଶମ
ବେଳେବେଳେ ଏମିତି ହୋଇଥାଏ ଯେ ଚାଲୁଥିବା ସମୟରେ ହଠାତ୍ ଗୋଡ ମକଚି ଯାଇଥାଏ। ଯେଉଁ କାରଣରୁ ସେହି ସ୍ଥାନ ବହୁତ ଯନ୍ତ୍ରଣା ହୋଇଥାଏ ଏହି ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଆପଣ ବାମ୍ କିମ୍ବା ପେନକିଲରର ବ୍ୟବହାର କରିଥାନ୍ତି। ଯଦି ଏହା କରିବା ପରେ ମଧ୍ୟ ଆପଣଙ୍କୁ କୌଣସି ଲାଭ ମିଳୁନାହିଁ ତେବେ…