ଏବେ ଘରେ ବନାନ୍ତୁ ବଜାର ଭଳି ସ୍ପ୍ରିଙ୍ଗ୍ ରୋଲ୍, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ
ଏବେର କରୋନା କାଳରେ ଲୋକମାନେ ବଜାରୁ କିଛିବି ଜିନିଷ ଖାଇବା ମଧ୍ୟ ବିପଦଜନକ ହୋଇପାରେ। ଏଥିପାଇଁ ଘରେ ହିଁ କିଛି ସ୍ପେଶାଲ ଖାଦ୍ୟ ବନାଇ ପୂରା ବଜାର ଭଳି ସ୍ୱାଦ ନେଇପାରିବେ। ଏମିତିରେ ଅନେକ ଲୋକଙ୍କ ମନରେ ବଜାର ଭଳି ସ୍ପ୍ରିଙ୍ଗ୍ ରୋଲ ଖାଇବାକୁ ଇଚ୍ଛା ହୋଇଥାଏ। ଏଥିପାଇଁ ଆଜି ଆପଣଙ୍କ ପାଇଁ…