Browsing Tag

sprouted gram

ଏହିସବୁ ରୋଗ ପାଇଁ ରାମବାଣ ଗଜା ଶୋଲା, ଏମିତି କରନ୍ତୁ ବ୍ଯବହାର

ବର୍ତ୍ତମାନ ଚାରିଆଡେ କରୋନାର ପ୍ରକୋପ ବ୍ଯାପିବାରେ ଲାଗିଛି। ଏନେଇ ଆଜି ଆମେ ଆପଣଙ୍କୁ ସୁସ୍ଥ ରହିବା ପାଇଁ କିଛି ଉପାୟ ବତାଇବାକୁ ଯାଉଛୁ। ସିଝା ଶୋଲା ପିତ୍ତ ତଥା କଫ ସମସ୍ଯା ଦୂର କରିଥାଏ କିନ୍ତୁ ଗଜା ଶୋଲା କୋମଳ, ଭୋକ ବଢାଇବା, ବୀର୍ଯବର୍ଦ୍ଧକ, ଶକ୍ତି ବର୍ଦ୍ଧକ ଏବଂ ରକ୍ତ ସଫା କରିଥାଏ।…