ସ୍ୱଦେଶୀ ଟିକା ନ ନେଇ ଋଷ ଭ୍ୟାକ୍ସିନ୍ Sputnik V ନେଲେ ତେଜସ୍ୱୀ ଓ ତେଜପ୍ରତାପ
ରାଜନେତା ତେଜସ୍ୱୀ ଯାଦବ ଓ ତାଙ୍କ ବଡ଼ ଭାଇ ତେଜପ୍ରସାଦ ଯାଦବ ବୁଧବାର ଦିନ କରୋନା ଟିକା ନେଇଛନ୍ତି। ଉଭୟ ପାଟଣାସ୍ଥିତ ମେନ୍ଦାନା ହସ୍ପିଟାଲରେ ଋଷ ଭ୍ୟାକ୍ସିନ୍ ସ୍ପୁଟନିକ୍ ଭି ଡୋଜ୍ ନେଇଛନ୍ତି। ବିହାରର ପୂର୍ବ ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଟ୍ଵିଟ୍ କରି ଏହି ସୂଚନା…