ଖୁବ୍ ଶୀଘ୍ର ଭାରତରେ ଋଷୀୟ କରୋନା ଟିକା ସ୍ଫୁଟନିକ୍-v ର ଦ୍ୱିତୀୟ ଓ ତୃତୀୟ ମାନବ ପରୀକ୍ଷଣ
ନୂଆଦିଲ୍ଲୀ : କରୋନା ଟିକା ପରୀକ୍ଷଣକୁ ନେଇ ଅନେକ ସକରାତ୍ମକ ଖବର ମିଳିବାରେ ଲାଗିଛି । ସବୁଠୁ ଆଗରେ ରହିଛି ଋଷୀୟ ଟିକା ‘ସ୍ଫୁଟନିକ୍-v’ ର ପରୀକ୍ଷଣ । ଭାରତରେ ଏହାର ପ୍ରଥମ ପରୀକ୍ଷଣ ବିଶେଷ ସଫଳ ହୋଇନଥିଲା । ଏବେ ଏହାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଭାରତରେ ହେବାକୁ ଗ୍ରୀନ୍…