Browsing Tag

sputnik-v

ସ୍ୱଦେଶୀ ଟିକା ନ ନେଇ ଋଷ ଭ୍ୟାକ୍‌ସିନ୍‌ Sputnik V ନେଲେ ତେଜସ୍ୱୀ ଓ ତେଜପ୍ରତାପ

ରାଜନେତା ତେଜସ୍ୱୀ ଯାଦବ ଓ ତାଙ୍କ ବଡ଼ ଭାଇ ତେଜପ୍ରସାଦ ଯାଦବ ବୁଧବାର ଦିନ କରୋନା ଟିକା ନେଇଛନ୍ତି। ଉଭୟ ପାଟଣାସ୍ଥିତ ମେନ୍ଦାନା ହସ୍ପିଟାଲରେ ଋଷ ଭ୍ୟାକ୍‌ସିନ୍‌ ସ୍ପୁଟନିକ୍‌ ଭି ଡୋଜ୍‌ ନେଇଛନ୍ତି। ବିହାରର ପୂର୍ବ ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଟ୍ଵିଟ୍‌ କରି ଏହି ସୂଚନା…

କୋଭିଡ ଟିକାର ଦର ଧାର୍ଯ୍ୟ କଲେ କେନ୍ଦ୍ର ସରକାର, ଜାଣନ୍ତୁ କାହା ପାଇଁ କେତେ ରହିଛି ଦାମ୍

ଘରୋଇ ହସପିଟାଲ ଗୁଡ଼ିକ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୋଭିଡ ଟିକାର ଦର ଧାର୍ଯ୍ୟ କରିଛି। ଘରୋଇ ହସପିଟାଲ ଗୋଟିଏ କୋଭିସିଲ୍ଡ ଡୋଜ୍‌ ପାଇଁ ସର୍ବାଧିକ ୭୮୦ ଟଙ୍କା, କୋଭାକ୍ସିନ୍‌ ଡୋଜ୍‌ ପାଇଁ ୧୪୧୦ ଟଙ୍କା ଏବଂ ସ୍ପୁଟନିକ୍‌-ଭି ଟିକା ପାଇଁ ୧୧୪୫ ଟଙ୍କା ନେଇପାରିବେ। ଏହା ମଧ୍ୟରେ…

ଜୁନରୁ ସାଧାରଣ ଲୋକଙ୍କ ପାଇଁ ଆପୋଲୋରେ ମିଳିବ ଋଷ ଭ୍ୟାକ୍ସିନ ସ୍ପୁଟନିକ ଭି, ୨ କୋଟିଙ୍କୁ ଟିକା ଦେବାକୁ ଲକ୍ଷ୍ୟ

ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲୁଥିବା ବେଳେ ଏଥିରେ ରୋକ୍ ଲଗାଇବାର ଏକମାତ୍ର ମାଧ୍ୟମ ଏବେ କେବଳ ଟିକା। ଏଣୁ ଭାରତରେ ଟିକା ଦାନ ପ୍ରକ୍ରିୟା ଜୋରଦାର ଚାଲିଛି। ଏଣୁ ଭାରତୀୟ ଟିକା ସହ ଋଷର ଟିକା ସ୍ପୁଟନିକକୁ ବି ଭାରତରେ ମଞ୍ଜୁରୀ ମିଳିଛି। ଭାରତର ଡ. ରେଡ୍ଡୀ ଲ୍ୟାବରୋଟୋରୀ ଏହି…

ତେଲେଙ୍ଗାନା ହାଇଦ୍ରାବାଦରେ ପହଞ୍ଚିଲା ସ୍ଫୁଟନିକ୍‌-V

ତେଲେଙ୍ଗାନା: ତେଲେଙ୍ଗାନା ହାଇଦ୍ରାବାଦରେ ପହଞ୍ଚିଲା ସ୍ଫୁଟନିକ୍‌ ଭିର ଦ୍ୱିତୀୟ ପର୍ଯ୍ୟାୟ ସାମଗ୍ରୀ । ଏନେଇ ରୁଷିଆ ରାଷ୍ଟ୍ରଦୂତ ନିକୋଲ କୁଦାସେଭ କହିଛନ୍ତି, ସାରା ବିଶ୍ୱରେ ସ୍ଫୁଟନିକ୍‌ ଭିର ପ୍ରଦର୍ଶନ ଭଲ ରହିଛି। ରୁଷିଆରେ ସଫଳତାର ସହ ସ୍ଫୁଟିନିକ ଭି ଟୀକାକରଣ କରାଯାଉଛି। ନୂଆ…

ଗୋଟିଏ ସପ୍ତାହ ପରେ ଭାରତରେ ଉପଲବ୍ଧ ହେବ SPUTNIK-V ଟିକା, ଜାଣନ୍ତୁ କେତେ ରହିବ ଦାମ୍

ଋଷ ଟିକା ସ୍ପୁଟନିକ ଭିକୁ ମିଳିଲା ମଞ୍ଜୁରୀ। କରୋନା ବିରୋଧରେ ଲଢେଇ କରୁଥିବା ୨ଟିକା କୋଭସିଲ୍ଡ ଏବଂ କୋଭାକ୍ସିନ ସହ ସାମିଲ ହୋଇଛି ଆଉ ଗୋଟିଏ ଅସ୍ତ୍ର । ଅର୍ଥାତ୍ ଆଉ ଗୋଟିଏ ସପ୍ତାହ ପରେ ଭାରତରେ ଉପଲବ୍ଧ ହେବ SPUTNIK-V ଟିକା । ଭାରତୀୟ ବଜାରରେ ଉପଲବ୍ଧ ହେବା ପୂର୍ବରୁ ଏହାର ମୂଲ୍ୟ…

AK-47 ରାଇଫଲରେ ଶତ୍ରୁକୁ ମାରିବା ପରି କରୋନାକୁ ଚିିତପଟାଙ୍ଗ କରିବ ସ୍ପୁଟନିକ ଟିକା, ଋଷ ରାଷ୍ଟ୍ରପତି କଲେ ପ୍ରଶଂସା

କେନ୍ୟୁଜ୍(ବ୍ୟୁରୋ):  AK-47 ରାଇଫଲ ଯେପରି ଶତ୍ରୁକୁ ଚିିତପଟାଙ୍ଗ କରେ ସେହିପରି ସ୍ପୁଟନିକ ଟିକା ବି କରୋନା ଭାଇରସକୁ ଦମନ କରୁଛି । କରୋନା ଯୁଦ୍ଧରେ ସ୍ପୁଟନିକ AK-47 ରାଇଫଲ ଭଳି କାମ କରୁଛି । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ରୁଷ ସିଙ୍ଗଲ ଡୋଜ୍‌ ସ୍ପୁଟନିକ ଲାଇଟ୍‌ କରୋନା ଟିକାର…

କୋଭିଡ ୧୯ର ମୁକାବିଲା ପାଇଁ ରୁଷିଆରେ ଟିକାକରଣ ଆରମ୍ଭ, ଗୁରୁତରଙ୍କୁ ମସ୍କୋରେ ଦିଆଯାଉଛି ଟିକା

ରୁଷିଆ: କୋଭିଡ ୧୯ର ମୁକାବିଲା ପାଇଁ ରୁଷିଆରେ ଟିକାକରଣ ଆରମ୍ଭ । ମସ୍କୋରେ ଆରମ୍ଭ ହୋଇଥିବା ଟିକାକରଣ ପ୍ରଥମେ କରୋନା ଭୁତାଣୁ ସଂକ୍ରମିତ ଗୁରୁତରଙ୍କୁ ଟିକା ଦିଆଯାଇଛି। କରୋନା ମୁକାବିଲା ପାଇଁ ରୁଷ ସ୍ଫୁଟନିକ- ଭି ଟିକା ପ୍ରସ୍ତୁତ କରିଛି। ଅଗଷ୍ଟରେ ଟିକାର ପଞ୍ଜିକରଣ ହୋଇଥିବା ବେଳେ ଏହା…

ଭାରତରେ ତିଆରି ହେବ କୋଭିଡ୍‌ ଭ୍ୟାକସିନ୍‌ Sputnik-V ର ୧୦ କୋଟି ଡୋଜ୍‌, ହେଟରୋ ସହ ଡିଲ୍‌ ଫାଇନାଲ

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଖୁବ୍‌ଶୀଘ୍ର ଆସିବାକୁ ଯାଉଛି କରୋନା ଭାଇରସ୍‌ ଭ୍ୟାକସିନ୍‌। ଏହି ମାମଲାରେ ଭାରତୀୟଙ୍କ ପାଇଁ ଏକ ଖୁସିଖବର। ଋଷର କରୋନା ଭାଇରସ୍‌ ଭ୍ୟାକସିନ୍‌ ସ୍ଫୁଟନିକ୍‌ ଭି ଭାରତରେ ତିଆରି ହେବ। ଋଷର Russia's sovereign wealth fund ଓ ଭାରତୀୟ ଔଷଧ କମ୍ପାନୀ ହେଟରୋ…

ଭାରତରେ ଖୁବଶୀଘ୍ର ସ୍ପୁଟନିକ୍‌-Vର ୩ୟ ପର୍ଯ୍ୟାୟ ପରୀକ୍ଷଣ, ଡିସିଜିଆଇର ଅନୁମତି ଲୋଡ଼ିଲା ଡକ୍ଟର ରେଡିଜ୍‌ ଲ୍ୟାବ୍‌

ପାଖେଇଲାଣି କୋଭିଡ ଟିକାକୁ ଅନୁମତି ମିଳିବା ସମୟ । ବିତରଣ ଏବଂ ଗଛିତ ରଖିବା ପାଇଁ ପ୍ରକ୍ରିୟା ଆରମ୍ଭ କଲେଣି କେନ୍ଦ୍ର ସରକାର। ତେବେ ଏହା ଭିତରେ ବଡ଼ବଡ଼ କମ୍ପାନୀଙ୍କୁ ନିଜ କର୍ମଚାରୀଙ୍କ ପାଇଁ ସିଧାସଳଖ ଟିକା କିଣିବା ପ୍ରସ୍ତାବ ଉପରେ ବିଚାର କରୁଛନ୍ତି କେନ୍ଦ୍ର ସରକାର। ସେପଟେ ଭାରତରେ ରୁଷ…

ଋଷ ତିଆରି କଲା ଦ୍ୱିତୀୟ କରୋନା ଟୀକା, ନିଜେ ରାଷ୍ଟ୍ରପତି ଦେଲେ ଖୁସି ଖବର

କମିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ସବୁ ଦେଶ କରୋନା ଟୀକା ବାହାର କରିବା ଦିଗରେ ଚେଷ୍ଟା ଚଳାଇଛନ୍ତି। କିନ୍ତୁ ଏହି ଦୌଡ଼ରେ ବାଜି ମାରି ନେଇଛି ଋଷ। ଋଷ ସ୍ପୁଟନିକ ଭି ନାମକ ଭ୍ୟାକ୍‌ସିନ୍‌ ତିଆରି କରି ସମସ୍ତଙ୍କୁ ଚକିତ କରିଦେଇଥିଲା। ସବୁ ଦେଶ ଏବେ ଋଷରୁ କରୋନା…

ଦୁନିଆର ପ୍ରଥମ ଭ୍ୟାକସିନ ଅପଡେଟ : ରାଷ୍ଟ୍ରପତିଙ୍କ ଝିଅକୁ ଟୀକା ଦେବା ପରେ ବର୍ତ୍ତମାନ ଏମିତି ରହିଛି ତାଙ୍କ ଶରୀରର…

ବର୍ତ୍ତମାନ କରୋନା ଭ୍ୟାକସିନ ରେଜିଷ୍ଟର କରିବାରେ ରୁଷ ପ୍ରଥମ ଦେଶ ହୋଇଯାଇଛି । ଭ୍ୟାକସିନର ପ୍ରଥମ ଡୋଜ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଦିଆଯାଇଛି । ତାଙ୍କୁ ଦୁଇଟି ଡୋଜ ଦିଆଯାଇଛି ଏବଂ ଡୋଜ ଦିଆଯିବା ପରେ ଶରୀରର ତାପମାତ୍ରାରେ ପରିବର୍ତ୍ତନ ରେକର୍ଡ କରାଯାଇଥିଲା । ପୁଟିନଙ୍କ ଅନୁଯାୟୀ…