Browsing Tag

sravanthi naidu

ବିରାଟ କୋହଲି ଭାରତର ଏହି ପୂର୍ବତନ ମହିଳା କ୍ରିକେଟରଙ୍କ ମାଆଙ୍କ ଚିକିତ୍ସା ପାଇଁ ଦାନ କଲେ ୬.୭୭ ଲକ୍ଷ ଟଙ୍କା

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି କୋଭିଡ ମହାମାରୀ ଭଳି ମୁସ୍କିଲ ସମୟରେ ବି ଆଉ ଏକ ମହତ କାମ କରିଛନ୍ତି। ସେ ପୂର୍ବତନ ଭାରତୀୟ ମହିଳା କ୍ରିକେଟର କେଏସ ଶ୍ରାବନ୍ତି ନାଇଡୁଙ୍କ ମାଆଙ୍କ କରୋନା ଚିକିତ୍ସା ପାଇଁ ୬.୭୭ ଲକ୍ଷ ଟଙ୍କା ଦାନ କରିଛନ୍ତି। ଶ୍ରାବନ୍ତିଙ୍କ ମାଆ ଏସକେ ସୁମନଙ୍କୁ…