Browsing Tag

src guideline

ସାଧାରଣତନ୍ତ୍ର ଦିବସ ପାଳନ ନେଇ SRCଙ୍କ ଗାଇଡଲାଇନ୍‌ ଜାରି, ୧୦ଜଣରୁ ଅଧିକ ଲୋକଙ୍କ ସମାଗମ ମନା

ଭୁବନେଶ୍ବର(କେନ୍ଯୁଜ୍): ସାଧାରଣତନ୍ତ୍ର ଦିବସ ପାଳନ ନେଇ SRCଙ୍କ ଗାଇଡଲାଇନ୍‌ ଜାରି ହୋଇଛି । ସର୍ବସାଧାରଣ ସ୍ଥାନ, ବେସରକାରୀ ସଂସ୍ଥା, କ୍ଲବ ଆଦି ପରିସରରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ୧୦ଜଣରୁ ଅଧିକ ଲୋକଙ୍କ ସମାଗମ ହେବ ନାହିଁ। କୋଭିଡ କଟକଣାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ…

ଏସଆରସିଙ୍କ ପଞ୍ଚାୟତ ନିର୍ବାଚନ ଗାଇଡଲାଇନ୍‌: ୫ରୁ ଅଧିକ ବ୍ୟକ୍ତି କ୍ୟାମ୍ପେନ୍‌ କରିବା ମନା

କେନ୍ୟୁଜ୍(ବ୍ୟୁରୋ):  ପଞ୍ଚାୟତ ନିର୍ବାଚନ ନେଇ ଗାଇଡଲାଇନ୍‌ ଜାରି କଲେ ସ୍ୱତନ୍ତ୍ର ରିଲିଫ କମିଶନର । ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌ ପ୍ରାର୍ଥୀଙ୍କ ସମେତ ୫ ଜଣ କରିବେ । ୫ରୁ ଅଧିକ ବ୍ୟକ୍ତି କ୍ୟାମ୍ପେନ୍‌ କରିବା ମନା । ସୋସିଆଲ୍‌ ମିଡିଆ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଚାରକୁ…

ସେହି ୪ ଫୁଟ ରହିବ ମୂର୍ତ୍ତି ଉଚ୍ଚତା, ବଳବତ୍ତର ରହିବ ଅଗଷ୍ଟ ୯ ଗାଇଡ଼ଲାଇନ: SRC

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟବାସୀଙ୍କୁ ଗଣେଶ ପୂଜା ଏବଂ ନୂଆଁଖାଇର ଶୁଭେଚ୍ଛା ଜଣାଇ ମୂର୍ତ୍ତି ଉଚ୍ଚତା  ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀରେ  ବିବୃତି ରଖିଲେ ଏସଆରସି।କୋଭିଡ କଟକଣା ଦୃଷ୍ଟିରୁ ପାର୍ବଣରେ ବଢ଼ିବନି ମୂର୍ତ୍ତି ଉଚ୍ଚତା । ୪ ଫୁଟ୍‌ରେ ସୀମିତ ରହିବ ମୂର୍ତ୍ତି ଉଚ୍ଚତା।କୋଭିଡ…

ଜିଲ୍ଲା ପ୍ରଶାସନର ସୂଚନା ମାତ୍ରେ ଲୋକମାନେ ଘର ଛାଡ଼ି ବାତ୍ୟା ଆଶ୍ରୟସ୍ଥଳୀକୁ ପଳାଇ ଆସିବା ପାଇଁ SRCଙ୍କ ଅନୁରୋଧ

କେନ୍ୟୁଜ୍(ବ୍ୟୁରୋ):  ୨୬ରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ୟସ । ଉତ୍ତର ଓଡ଼ିଶା ସୁନ୍ଦରବନରେ ୨୬ ତାରିଖରେ ଏହା ଲ୍ୟାଣ୍ଡଫଲ କରିବ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଥିବା ବେଳେ…

ଗ୍ରୀଷ୍ଣ ପ୍ରବାହକୁ ନେଇ SRCଙ୍କ ସତର୍କ ବାଣୀ, ସବୁ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): ଚଳିତ ବର୍ଷ ବଢିପାରେ ଗ୍ରୀଷ୍ଣ ପ୍ରବାହ। ଗ୍ରୀଷ୍ଣ ଆସିବା ପୂର୍ବରୁ ସତର୍କ ସୂଚନା ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। ଗ୍ରଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଚିଠି ମାଧ୍ୟମରେ…