Browsing Tag

src pradeep jena

ବାତ୍ୟା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେହି ଘରୁ ନ ବାହାରିକୁ ପରାମର୍ଶ : SRC

କେନ୍ୟୁଜ୍(ବ୍ୟୁରୋ): ବାତ୍ୟା ୟସ୍‌ ପାଇଁ ଓଡିଶାରେ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ବାତ୍ୟା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେହି ଘରୁ ନ ବାହାରିକୁ ପରାମର୍ଶ ଦେଇଛନ୍ତି SRC ପ୍ରଦୀପ ଜେନା। ବାତ୍ୟା ମୁକାବିଲା ପାଇଁ ୨୨ଟି NDRF, ୫୦ରୁ ଅଧିକ ଓଡ୍ରାଫ୍‌ ଓ ୧୫୦ ଫାୟାର ଟିମ୍‌ ମୁତୟନ ଅଛନ୍ତି।…

ବାତ୍ୟା ସମୀକ୍ଷା: ବାଲେଶ୍ୱର ପରେ ଭଦ୍ରକରେ ପହଞ୍ଚିଲେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା

ଭଦ୍ରକ(କେ ନ୍ୟୁଜ): ବାଲେଶ୍ୱର ପରେ ଭଦ୍ରକରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା । ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଜିଲ୍ଲା ପ୍ରଶାସନ ସହ ସେ ଆଲୋଚନା କରିଛନ୍ତି । ଏହାପୂର୍ବରୁ ବାଲେଶ୍ୱର ଗସ୍ତରେ ଯାଇ ଏସଆରସି ବାତ୍ୟା ପୂର୍ବ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ମୁକାବିଲା…

ରାଜ୍ୟର ପ୍ରମୁଖ ନଦୀ ମାନଙ୍କରେ କମୁଛି ଜଳସ୍ତର, ଏସଆରସିଙ୍କ ଅଶ୍ବସ୍ତିକର ସୂଚନା

ଭୁବନେଶ୍ୱର: ମହାନଦୀ ବନ୍ୟା ପରିସ୍ଥିତିକୁ ନେଇ ଏକ ଅଶ୍ୱସ୍ଥିକର ଖବର ଦେଇଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶିନର ପ୍ରଦୀପ ଜେନା । ଏସଆରସିଙ୍କ ସୂଚନା ଅନୁଯାୟୀ ଆଜି ଭୋର ୪ଟା ସମୟରୁ ହୀରାକୁଦ ଡ୍ୟାମକୁ ଜଳ ପ୍ରବେଶ କମିବା ଆରମ୍ଭ କରିଛି । ନିଜେ ଟ୍ୱିଟ କରି ସେ ଏବାବଦରେ ସୂଚନା ଦେଇଥିବା…

ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରତିକ୍ରିୟା, କହିଲେ ବିଭିନ୍ନ ଜିଲ୍ଲାରେ ଏନିଡିଆରଫ…

ଭୁବନେଶ୍ବର: ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ପ୍ରତିକ୍ରିୟା। କହିଲେ ସମଗ୍ର ରାଜ୍ୟରେ ବର୍ଷା ଲାଗି ରହିଛି । ବର୍ଷାରେ ତଳିଆ ଅଞ୍ଚଳରେ ପାଣି ଜମିଛି । କେନ୍ଦ୍ରାପଡା ବାରିପଦା ସମେତ ଅନ୍ୟ କିଛି ସ୍ଥାନରେ ପାଣି ଜମିଛି ଏବଂ ତାକୁ ନିଷ୍କାସନ…