ଶେଷ ହେଲା ଶ୍ରୀସନ୍ଥଙ୍କ ମ୍ୟାଚ୍ ଫିକ୍ସିଂ ଦଣ୍ଡ, ଟ୍ଵିଟ୍ କରି ନିଜେ ଦେଲେ ସୂଚନା
ଭାରତୀୟ କ୍ରିକେଟ୍ ଟିମ୍ର ଦ୍ରୁତ ବୋଲର ଶ୍ରୀସନ୍ଥଙ୍କ ଉପରେ ଲାଗିଥିବା ୭ ବର୍ଷର ବ୍ୟାନ୍ ଆଜି ଶେଷ ହୋଇଛି। ଏବେ ସେ ଭାରତୀୟ ଟିମ୍ରେ ଖେଳିବା ଆଶା ପ୍ରକାଶ ପାଇଛି। ଅନ୍ୟପଟେ ତାଙ୍କ ଘରୋଇ ରାଜ୍ୟ କେରଳ ତାଙ୍କୁ ପ୍ରତିଶ୍ରୁତି ଦେଇଛି ଯେ ଯଦି ସେ ଫିଟ୍ନେସ୍ର ପ୍ରମାଣ ଦେଇପାରନ୍ତି ତେବେ…