ଦ୍ଵିତୀୟ ଶ୍ରୀକ୍ଷେତ୍ର ମନ୍ଦିର ଚୂଡ଼ାରୁ ଉଡ଼ିଗଲା ବାନା, ଅଞ୍ଚଳବାସୀଙ୍କୁ ଘାରିଲାଣି ଚିନ୍ତା
ଆସୁଛି କି ବଡ଼ ବିପଦ ! କିଛି ଅଘଟଣ ଘଟିବନି ତ ! ଭଗବାନ କିଛି ସୂଚନା ଦେଉ ନାହାନ୍ତି ତ ! ଏମିତି କହିବାର କାରଣ ହେଉଛି ଦ୍ଵିତୀୟ ଶ୍ରୀକ୍ଷେତ୍ର ମନ୍ଦିର ଚୂଡ଼ାରୁ ପତିତପାବନ ବାନା ଉଡ଼ିଯାଇଛି । ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିରରେ ହୋଇଛି ଏଭଳି ଅଘଟଣ ।…