କିସ୍ ପଡ଼ିଆରେ ବିଶାଳ ଶ୍ରୀ ହନୁମାନ ଚାଳିଶା ମହାଯଜ୍ଞ, ୧୦ ଓ ୧୧ ତାରିଖ ଦୁଇଦିନ ଅନୁଷ୍ଠିତ ହେବ
ଭୁବନେଶ୍ୱର : ଶ୍ରୀ ହନୁମାନ ଭକ୍ତମଣ୍ଡଳୀ ପକ୍ଷରୁ ଆସନ୍ତା ୧୦ ଓ ୧୧ ତାରିଖ ଦୁଇଦିନ ଧରି ୩୧ତମ ବିଶାଳ ଶ୍ରୀ ହନୁମାନ ଚାଳିଶା ମହାଯଜ୍ଞ କିସ୍ ଆଥ୍ଲେଟିକ୍ ଷ୍ଟାଡିୟମ୍ ନିକଟସ୍ଥ ପଡ଼ିଆରେ ଅନୁଷ୍ଠିତ ହେବ । ଏହା ହେଉଛି ଭାରତର ଅନ୍ୟତମ ବିରାଟ ହନୁମାନ ମହାଯଜ୍ଞ । ୧୦ ତାରିଖ ଶୁକ୍ରବାର ସକାଳେ…