Browsing Tag

sri krishna temple

ରହସ୍ୟମୟ ମନ୍ଦିର; ଏଠାରେ ଭୋଗ ନ ଲାଗିଲେ ଶୁଖିଯାଆନ୍ତି ଠାକୁର

ଦୁନିଆରେ ଭାରତ ହେଉଛି ବିଶ୍ୱାସର କେନ୍ଦ୍ର ବିନ୍ଦୁ । ଏଠାରେ ଅନେକ ଆଶ୍ଚର୍ଯ୍ୟଜନକ ଏବଂ ରହସ୍ୟମୟ ମନ୍ଦିର ଅଛି। ଏମାନଙ୍କ ଭିତରେ ଏପରି ଅନେକ ମନ୍ଦିର ଅଛି ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମାନଙ୍କ ଦ୍ୱାରା ସମାଧାନ ହୋଇପାରିନାହିଁ । ସେହିପରି ଏଭଳି ଏକ ରହସ୍ୟମୟ କୃଷ୍ଣ ମନ୍ଦିର…