Browsing Tag

sri lanka

ଉଡାଣ ଭରିବାର ଦୁଇ ମିନିଟରେ କ୍ରାସ୍‌ ହେଲା ଶ୍ରୀଲଙ୍କାର ବାୟୁସେନା ବିମାନ, ୨ ମୃତ

ଉଡାଣର କିଛି ସମୟ ମଧ୍ୟରେ ଶ୍ରୀଲଙ୍କାର ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ । ବିମାଦ ଦୁର୍ଘଟଣାରେ ପାଇଲଟଙ୍କ ସହତ ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ବାୟୁ ସେନାର ଜଣେ ପ୍ରବକ୍ତା ଏହି ସୂଚନା ଦେଇଛନ୍ତି । ଏହି ବିମାନଟି ପାଇଲଟଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ବ୍ୟବହାର କରାଯାଉଥିଲା । ପିଟି-୬…

ଭାରତୀୟ ଆଇ ଡ୍ରପ୍‌ ପକାଇ ୩୫ ରୋଗୀଙ୍କ ଆଖିରେ ସଂକ୍ରମଣ, ଶ୍ରୀଲଙ୍କାର ଅଭିଯୋଗ ପରେ ଭାରତରେ ଯାଞ୍ଚ ଆରମ୍ଭ

ଶ୍ରୀଲଙ୍କାରେ ଭାରତୀୟ ଆଇ ଡ୍ରପ୍‌ ପକାଇ ୩୫ ରୋଗୀଙ୍କ ଆଖିରେ ସଂକ୍ରମଣ ଦେଖାଦେଇଛି, ଯାହା ପରେ ଭାରତରେ ନିର୍ମିତ ଔଷଧର ଯାଞ୍ଚ ଆରମ୍ଭ ହୋଇଛି। ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ସୂତ୍ରରୁ ଜଣାପଡ଼ିଛି ଯେ ଗୁଜରାଟର ଏକ ଫାର୍ମା କମ୍ପାନୀର ଔଷଧ ଯାଞ୍ଚ…

ଶ୍ରୀଲଙ୍କା ବିପକ୍ଷ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଓ ରୋହିତ ଶର୍ମା ହେବେ ଦିନିକିଆ ଦଳର ଅଧିନାୟକ

ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷିତ । ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜର କମାଣ ସମ୍ଭାଳିବେ । ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଡେପୁଟି ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ଶ୍ରୀଲଙ୍କା ବିପକ୍ଷ ଟି-୨୦ରେ ଖେଳିବେ ନାହିଁ ରୋହିତ ଶର୍ମା…

ଶ୍ରୀଲଙ୍କାରେ ପୁଣି ଖୋଲିଲା ସ୍କୁଲ, ଇନ୍ଧନ ଅଭାବ ଯୋଗୁ କରାଯାଇଥିଲା ବନ୍ଦ

ଶ୍ରୀଲଙ୍କାରେ ଏବେ ଆର୍ଥିକ ସଙ୍କଟ ଗମ୍ଭୀର ହୋଇଛି। ଇନ୍ଧନ ଅଭାବ ଯୋଗୁ ଗତ ୪ ଜୁଲାଇରୁ ବନ୍ଦ ଥିବା ସ୍କୁଲ ସୋମବାର ଠାରୁ ଖୋଲିଛି। ଶିକ୍ଷା ମନ୍ତ୍ରାଳୟ ମୁତାବକ, ଦେଶରେ ସମସ୍ତ ସରକାରୀ ଓ ସରକାରୀ ମାନ୍ୟତା ପ୍ରାପ୍ତ ବେସରକାରୀ ସ୍କୁଲ ପୁଣିଥରେ ଖୋଲିଛି। ଶ୍ରୀଲଙ୍କାର ଏକ ନ୍ୟୁଜ୍‌ ଏଜେନ୍ସ…

ଶ୍ରୀଲଙ୍କାର ନୂଆ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ହେଲେ ରନିଲ ଓ୍ଵିକ୍ରେମେସିଙ୍ଘେ, ପ୍ରଧାନମନ୍ତ୍ରୀ ବାସଭବନରେ ପଶିଲେ…

ଶ୍ରୀଲଙ୍କାରେ ସ୍ଥିତି ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ସେଠାରେ ଲୋକମାନେ ଉଗ୍ର ହେବାରେ ଲାଗିଛନ୍ତି। ଦେଶର ଅବସ୍ଥା ଖରାପ ହେଉଥିବା ଦେଖି କଲମ୍ବୋରେ ହଜାର ହଜାର ସଂଖ୍ୟକ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଲକ୍ଷ ଲକ୍ଷ ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କ ବାସଗୃହରେ ପ୍ରବେଶ କରିଛନ୍ତି। ପୋଲିସ…

ଶ୍ରୀଲଙ୍କା ଛାଡ଼ିବାକୁ ଉଦ୍ୟମ କରୁଥିବା ରାଷ୍ଟ୍ରପତି ଗୋଟାବାୟାଙ୍କ ଭାଇକୁ ମାଡ଼ି ବସିଲେ ଲୋକେ, ଓ୍ଵାଶିଂଟନ୍‌ ପଳାୟନ…

ଶ୍ରୀଲଙ୍କାରେ ସ୍ଥିତି ଏବେ ସାଂଘାତିକ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ସାନ ଭାଇ ତଥା ପୂର୍ବ ଅର୍ଥ ମନ୍ତ୍ରୀ ବେସିଲ ରାଜପକ୍ଷେ ଦେଶ ଛାଡ଼ିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ଏୟାରପୋର୍ଟରେ ଯାତ୍ରୀ ଓ ଅଧିକାରୀଙ୍କ ବିରୋଧ ଯୋଗୁ ତାଙ୍କୁ ଫେରିବାକୁ ପଡ଼ିଛି।…

ଦେଶ ଛା଼ଡି ପଳାଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେ

ନୂଆଦିଲ୍ଲୀ : ଦେଶ ଛା଼ଡି ପଳାଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ। ଗୁପ୍ତ ଭାବେ ବିଦେଶ ଚାଲିଯାଇଥିବା ଶ୍ରୀଲଙ୍କା ସମ୍ବାଦପତ୍ର ଡେଲି ମିରରରେ ଖବର ପ୍ରକାଶ ପାଇଛି। ଜୁଲାଇ ୯ରେ ରାଷ୍ଟ୍ରପତି ଭବନକୁ ସାଧାରଣ ଜନତା ଦଖଲ କରିବା ପରେ ସେ ନୌସେନାର ଏକ ଜାହଜରେ ଆତ୍ମଗୋପନ…

ଶ୍ରୀଲଙ୍କାରେ ୫୦ ଟଙ୍କା ବଢ଼ିଲା ପେଟ୍ରୋଲ ଦର, ଏବେ ରୁଷ୍‌ରୁ ତେଲ କିଣିବାକୁ ଚାଲିଛି ଯୋଜନା

ଦୀର୍ଘ ଦିନ ଧରି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଏବେ ରୁଷ୍‌ରୁ ତେଲ କିଣିବାକୁ ଯୋଜନା କରୁଛି। ଶ୍ରୀଲଙ୍କାର ଜଣେ ବରିଷ୍ଠ ମନ୍ତ୍ରୀ ରବିବାର କହିଛନ୍ତି, ତାଙ୍କ ଦେଶ ରୁଷ୍‌ରୁ ତେଲ କିଣିବାକୁ ବିକଳ୍ପ ଖୋଜୁଛି। ବୈଦେଶିକ ମୁଦ୍ରା ଭଣ୍ଡାରରେ ଆଶାତୀତ ମୁଦ୍ରା ଅଭାବ ଯୋଗୁ ଇନ୍ଧନ…

ଆର୍ଥିକ ସଙ୍କଟ ପରେ ବି ଶ୍ରୀଲଙ୍କାରେ ଆୟୋଜିତ ହେବ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ, ଅଗଷ୍ଟ ୨୪ରେ ପ୍ରଥମ ମ୍ୟାଚ୍‌

ଏଥରକ ଶ୍ରୀଲଙ୍କାରେ ଆୟୋଜିତ ହେବ ଏସିଆ କପ୍‌। ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ୍‌ (ACC) ପକ୍ଷରୁ ଆୟୋଜିତ ହେଉଥିବା ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟର ୨୦୨୨ ସିଜନ୍‌ର ଆୟୋଜନ ପୂର୍ବ ନିର୍ଦ୍ଧାରିତ ସିଡ୍ୟୁଲ ମୁତାବକ ଶ୍ରୀଲଙ୍କାରେ ହିଁ ହେବ। ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୭ ମଧ୍ୟରେ ଶ୍ରୀଲଙ୍କାରେ…

ଶ୍ରୀଲଙ୍କାରେ ଶିଖର ଛୁଇଁଲା ଦର! ପେଟ୍ରୋଲ ୪୨୦, ଡିଜେଲ ୪୦୦ ଟଙ୍କା ପ୍ରତି ଲିଟର…

ଶ୍ରୀଲଙ୍କାରେ ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ୍‌ ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଛି। ପେଟ୍ରୋଲ ଦାମ୍‌ରେ ୨୪.୩ ପ୍ରତିଶତ ଏବଂ ଡିଜେଲ୍‌ ଦାମ୍‌ରେ ୩୮.୪ ପ୍ରତିଶତ ବୃଦ୍ଧି ଫଳରେ ଇନ୍ଧନ ଢେର୍‌ ମହଙ୍ଗା ହୋଇଯାଇଛି। ବୈଦେଶିକ ମୁଦ୍ରା ଭଣ୍ଡାରର ଅଭାବ ହେତୁ ଦେଶକୁ ଘୋର୍‌ ଆର୍ଥିକ ସଙ୍କଟ ଦେଇ ଗତି…

ପାକିସ୍ତାନ, ଶ୍ରୀଲଙ୍କା, ଆମେରିକା, ଚୀନ୍‌ ଠାରୁ ବି ଭାରତରେ ମହଙ୍ଗା ଅଛି ପେଟ୍ରୋଲ; ଏସବୁ ଦେଶରେ ମିଳୁଛି ଶସ୍ତାରେ

ଭାରତରେ ପେଟ୍ରୋଲ-ଡିଜେଲ ଦର ଆକାଶ ଛୁଆଁ ହୋଇଛି। ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିଛି। ସାଧାରଣ ଲୋକ ଏବେ ଘରୁ ଗାଡ଼ି କାଢ଼ିବାକୁ ବି ଡରୁଛନ୍ତି। ଆଗରୁ ପେଟ୍ରୋଲ ଦାମ୍‌ ୧୦୦ ଟଙ୍କା ଭିତରେ ରହୁଥିବା ବେଳେ ଏବେ ୧୨୦ ଛୁଇଁଲାଣି। ଇତି ମଧ୍ୟରେ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି, ଯାହା…

ଶ୍ରୀଲଙ୍କାରେ ମହଙ୍ଗା ମାଡ଼: ୧୨୦୦ ରେ ମିଳୁଛି କିଲେ ସେଓ, ଅଙ୍ଗୁର କେଜି ୧୮୦୦

ନୂଆଦିଲ୍ଲୀ : ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାର ଅବସ୍ଥା କହିଲେ ନ ସରେ। ଦେଶରେ ଜରୁରୀକାଳୀନ ପରିସ୍ଥିତି ପରେ ମଧ୍ୟ ସ୍ଥିତିରେ ସୁଧାର ଆସିନାହିଁ। ଚରମସୀମାରେ ପହଞ୍ଚିଛି ମହଙ୍ଗା। ଦେଶରେ ମୁଦ୍ରାସ୍ଫୀତି ଏବଂ ଦୁର୍ବଳ ମୁଦ୍ରା ଯୋଗୁଁ ଦୈନନ୍ଦିନ ଜୀବନରେ ବ୍ୟବହୃତ ଜିନିଷଗୁଡ଼ିକର ମୂଲ୍ୟ…