Browsing Tag

sri mandir

ଆଜି ପବିତ୍ର ମକର ସଂକ୍ରାନ୍ତି , ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୁଙ୍କ ମକର ନୀତି

ପୁରୀ (କେନ୍ୟୁଜ): ଆଜି ପବିତ୍ର ମକର ସଂକ୍ରାନ୍ତି। ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୁଙ୍କ ମକର ନୀତି । ଆଜି ଭୋରରୁ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କ ଆଳତି ଓ ଅବକାଶ ନୀତି ବଢିବ ପରେ ଶ୍ରୀଜିଉମାନଙ୍କ ପଟା ପହରଣ ଲାଗି କରାଯିବା ସହ ତ୍ରିମୁଣ୍ଡିରେ ମକରଚୂଳ ଲାଗି କରିବାର…

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ହେବ ନୋ ପାର୍କିଂ ଜୋନ୍‌

ପୁରୀ(କେନ୍ଯୁଜ୍):ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ହେବ ନୋ ପାର୍କିଂ ଜୋନ୍‌ । ୭୫ ମିଟର ସୁରକ୍ଷା ଜୋନ୍‌ ହେବ ନୋ ପାର୍କିଂ ଜୋନ୍‌ । ଉତ୍ତରଦ୍ୱାର ଠାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଏବଂ ଗ୍ରାଣ୍ଡ ସେଣ୍ଟରଠାରୁ ଜଗାବଳିଆ ଲଜ୍‌ ପର୍ଯ୍ୟନ୍ତ ଅଞ୍ଚଳରେ କୌଣସି ପ୍ରକାର ଗାଡି ପାର୍କିଂ…

ଆସନ୍ତାକାଲି ଶ୍ରୀମନ୍ଦିର ବନ୍ଦ: ବାମନ ଜନ୍ମ, ସୁନିଆ ଓ ବିଶ୍ୱକର୍ମା ପୂଜା ଥିବାରୁ ଶ୍ରୀଜିଉଙ୍କ ଦର୍ଶନ ପାଇବେନି ଭକ୍ତ

ପୁରୀ(କେନ୍ଯୁଜ୍): ଆସନ୍ତାକାଲି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ । ଶ୍ରୀଜିଉଙ୍କ ଦର୍ଶନ ପାଇବେନି ଭକ୍ତ । କାଲି ବାମନ ଜନ୍ମ, ସୁନିଆ ଓ ବିଶ୍ୱକର୍ମା ପୂଜା ଥିବାରୁ ଦର୍ଶନ ବନ୍ଦ ରହିବ । କୋଭିଡ ନିୟନ୍ତ୍ରଣ ପାଇଁ ବିଶେଷ ଦିନ ଗୁଡିକରେ ଦର୍ଶନ ବନ୍ଦ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

ଶ୍ରୀମନ୍ଦିର ଦର୍ଶନକୁ ନେଇ ଆଜି ଜାରି ହେବ SOP, କୋହଳ କରାଯାଇପାରେ ଦର୍ଶନ ବ୍ୟବସ୍ଥା

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିର ଦର୍ଶନକୁ ନେଇ ଆଜି ଜାରି ହେବ SOP। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରାଯିବ। ନୂଆ ବ୍ୟବସ୍ଥାରେ ଦର୍ଶନ ବ୍ୟବସ୍ଥାକୁ ଅଧିକ କୋହଳ କରାଯାଇପାରେ। ସପ୍ତାହାନ୍ତ ସଟ୍‌ଡାଉନ୍‌ ଯୋଗୁ ଶନିବାର ଓ ରବିବାର ଦର୍ଶନ…

ଶ୍ରୀମନ୍ଦିର ଗର୍ଭ ଗୃହ ଭିତରେ ପଶି ଦର୍ଶନ କଲେ ଭକ୍ତ ! ଅଟକ ରଖି ପଚରାଉଚରା

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିର ଗର୍ଭ ଗୃହ ଭିତରକୁ ପ୍ରବେଶ କଲେ ଭକ୍ତ। ଭିତରେ ପଶି ଦର୍ଶନ କଲେ। ମଙ୍ଗଳ ଆଳତି ନୀତି ପରେ ଧୁକୁଡି ଦ୍ୱାର ବାଟ ଦେଇ ଭିତରକୁ ପ୍ରବେଶ କଲେ ଉତ୍ତରପ୍ରଦେଶରୁ ଆସିଥିବା ଏହି ଭକ୍ତ। ଶ୍ରୀମନ୍ଦିର ଗାରଦରେ ଭକ୍ତ ଜଣଙ୍କୁ ଅଟକ ରଖି ପଚରାଉଚରା ପରେ ଛାଡି ଦିଆଯାଇଛି।…

ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ, ନୂତନ ସଦସ୍ୟଙ୍କୁ ନେଇ ଗଠନ ହେବ ବିଭିନ୍ନ ବିଭାଗର ସବ୍‌କମିଟି

ପୁରୀ(କେନ୍ଯୁଜ୍):ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ । ନୂତନ ଭାବେ ଗଠିତ ହୋଇଥିବା ପରିଚାଳନା କମିଟିର ବୈଠକ ଦିନ ୧୧ଟାରେ ବୈଠକ ଅନୁଷ୍ଠିତ ହେବ । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଜିଲ୍ଲାପାଳ, ଏସ୍‌ପି ଓ…

ପୁରୀ: ଶ୍ରୀମନ୍ଦିରରେ ଝଲସୁଛି ୩ଟି ରୂପା ଦ୍ୱାର

ପୁରୀ (କେନ୍ଯୁଜ୍): ଶ୍ରୀମନ୍ଦିରରେ ଝଲସୁଛି ୩ଟି ରୂପା ଦ୍ୱାର । ବେହରଣ ଦ୍ୱାର, ଜୟ ବିଜୟ ଦ୍ୱାର ଓ ପଶ୍ଚିମ ଭୋଗମଣ୍ଡପ ଦ୍ୱାରର ସରିଛି ରୂପା ଛାଉଣୀ । ଅନ୍ୟ ୩ଟି ଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର ଆଦି ନୃସିଂହ ମନ୍ଦିର ପାଇଁ ଆବଶ୍ୟକ ରୂପା ପହଞ୍ଚି ସାରିଛି । କଳାହାଟ ଦ୍ୱାରର ରୂପା ଭଣ୍ଡାର…

ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ, ୧୦ ଜଣ ସଦସ୍ୟଙ୍କୁ ମନୋନୀତ କଲା ଆଇନ ବିଭାଗ

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ । ୧୦ ଜଣ ସଦସ୍ୟଙ୍କୁ ମନୋନୀତ କଲା ଆଇନ ବିଭାଗ। ମୁକ୍ତିମଣ୍ଡପ ପ୍ରତିନିଧିତ୍ୱ କରିବେ ଆଇନଜୀବୀ ଅଶୋକ ମହାପାତ୍ର। ପୂଜାମଣ୍ଡପ ନିଯୋଗ ପାଇଁ ପ୍ରତିନିଧିତ୍ୱ କରିବେ ମାଧବ ଚନ୍ଦ୍ର ପୂଜାପଣ୍ଡା। ସୁଆର ମହାସୁଆର ନିଯୋଗ…

ଆସନ୍ତାକାଲିଠୁ ଖୋଲିବ ପୁରୀ ଶ୍ରୀମନ୍ଦିର, ପ୍ରଶାସନ ପକ୍ଷରୁ ଜାରି ହେଲା SOP

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଲା ଏସଓପି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ SOP ଜାରି ହୋଇଛି। ୧୨ ଓ ୧୩ରେ ସେବାୟତ ଓ ତାଙ୍କ ପରିବାର କରିବେ ଦର୍ଶନ । ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ଚାଲିବ ଦର୍ଶନ। ୧୬ରୁ ୨୦ତାରିଖ ଯାଏ ପୁରୀ ସହରବାସୀ କରିବେ ଦର୍ଶନ। ୨୩ରୁ…

ଆସନ୍ତାକାଲିଠୁ ପୁରୀରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ, ଦୈନିକ ୧୫ରୁ ୧୭ ହଜାର ଭକ୍ତଙ୍କୁ ମିଳିବ ସୁଯୋଗ

ପୁରୀ: ଆସନ୍ତାକାଲିଠୁ ପୁରୀରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପୁରୀ ସମେତ ବାହାରର ଲୋକ ଦର୍ଶନ କରି ପାରିବେ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦୈନିକ ୧୫ରୁ ୧୭ ହଜାର ଭକ୍ତ ଶ୍ରଜିଉଙ୍କୁ ଦର୍ଶନ କରିପାରିବେ । କିନ୍ତୁ କୋଭିଡ୍‌ ନେଗେଟିଭ୍‌…

ଆସନ୍ତାକାଲି ଓ ୨ତାରିଖ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ: ଜାନୁଆରୀ ୩ରୁ କୋଭିଡ ନେଗଟିଭ ରିପୋର୍ଟ ଦେଖାଇ…

ପୁରୀ: ଶ୍ରୀମନ୍ଦିରରେ ଆଜି ବି ପୁରୀ ସହରରେ ରହୁଥିବା ଭଡାଟିଆ ଓ କର୍ମଜୀବୀ ପାଇଥିବା ସ୍ୱତନ୍ତ୍ର ଟୋକନ୍‌ ନେଇ ପ୍ରଭୁଙ୍କ ଦର୍ଶନ କରିପାରିବେ । ସଂଧ୍ୟା ୭ଟା ଯାଏ ଏମାନଙ୍କୁ ଦର୍ଶନ ସୁଯୋଗ ମିଳିବ । ଆସନ୍ତାକାଲି ଓ ୨ ତାରିଖ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ରାଜ୍ୟ ଓ…

ପୁରୀରେ ଶୀତ ସାଙ୍ଗକୁ ଘନ କୁହୁଡି ଅନୁଭୂତ, ସକାଳୁ ସକାଳୁ ଦୃଶ୍ୟମାନ ହେଲାନି ଶ୍ରୀମନ୍ଦିର

ପୁରୀ: ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡି । ଅନେକ ସ୍ଥାନରେ ପ୍ରବଳ କୁହୁଡି ଯୋଗୁ ସକାଳୁ ସକାଳୁ କିଛି ଦୃଶ୍ୟମାନ ହେଉନି । କୁହୁଡି ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ପୁରୀରେ ମଧ୍ୟ ପ୍ରବଳ କୁହୁଡି ଅନୁଭୂତ ହେଉଛି । କୁହୁଡିର ମାତ୍ରା ଏତେ ଥିଲା ଯେ ଶ୍ରୀମନ୍ଦିର ଲୁଚି ଯାଇଥିଲା ।…