ଆସନ୍ତାକାଲି ଓ ୨ତାରିଖ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ: ଜାନୁଆରୀ ୩ରୁ କୋଭିଡ ନେଗଟିଭ ରିପୋର୍ଟ ଦେଖାଇ…
ପୁରୀ: ଶ୍ରୀମନ୍ଦିରରେ ଆଜି ବି ପୁରୀ ସହରରେ ରହୁଥିବା ଭଡାଟିଆ ଓ କର୍ମଜୀବୀ ପାଇଥିବା ସ୍ୱତନ୍ତ୍ର ଟୋକନ୍ ନେଇ ପ୍ରଭୁଙ୍କ ଦର୍ଶନ କରିପାରିବେ । ସଂଧ୍ୟା ୭ଟା ଯାଏ ଏମାନଙ୍କୁ ଦର୍ଶନ ସୁଯୋଗ ମିଳିବ ।
ଆସନ୍ତାକାଲି ଓ ୨ ତାରିଖ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ରାଜ୍ୟ ଓ…