Browsing Tag
sridevi death
ଦେଢ଼ ବର୍ଷ ପରେ ପୁଣି ଗଭୀର ହେଲା ଶ୍ରୀଦେବୀଙ୍କ ମୃତ୍ୟୁ ରହସ୍ୟ, କେରଳର ଡିଜିପି ଦେଲେ ଏଭଳି ବୟାନ୍
୨୦୧୮ ଫେବ୍ରୁଆରୀ ୨୪। ଏହିଦିନ ଆଖି ବୁଜିଥିଲେ ବଲିଉଡ୍ ସୁପରଷ୍ଟାର ଶ୍ରୀଦେବୀ। ସେତେବେଳେ ତାଙ୍କ ମୃତ୍ୟୁ ଖବରକୁ କେହି ସହଜରେ ଗ୍ରହଣ କରିପାରୁ ନ ଥିଲେ।
ଖବର ଆସିଥିଲା ଯେ ବାଥ୍ଟବ୍ରେ ବୁଡ଼ି ଯିବାରୁ ଶ୍ରୀଦେବୀଙ୍କ ମ୍ତ୍ୟୁ ଘଟିଥିଲା। ନା ଏହା କେବଳ ତାଙ୍କ ପ୍ରଶଂସକଙ୍କ ହୃଦୟ…