Odisha News
Browsing Tag

sridevi

ମାଡାମ୍‌ ତୁଷାଦ୍‌ ସିଙ୍ଗାପୁର: ୫ ମାସରେ ୨୦ଜଣ ଏକ୍ସପର୍ଟ ପ୍ରସ୍ତୁତ କଲେ ‘ଶ୍ରୀଦେବୀ’ଙ୍କ ମହମ ପ୍ରତିମୂର୍ତ୍ତି,…

୫୬ତମ ଜନ୍ମଦିନ ଅବସରରେ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ସିଙ୍ଗାପୁରସ୍ଥିତ ମାଡାମ୍‌ ତୁଷାଦ୍‌ ମ୍ୟୁଜିୟମ୍‌ ପକ୍ଷରୁ ଏକ ଖାସ୍‌ ଅନ୍ଦାଜରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ମ୍ୟୁଜିୟମ୍‌ ଆସନ୍ତା ସେପ୍ଟେମ୍ବରରେ ଶ୍ରୀଦେବୀଙ୍କ ମହମ ନିର୍ମିତ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ ଘୋଷଣା…

ହାପି ବାର୍ଥ ଡେ ଶ୍ରୀଦେବୀ, ବଞ୍ଚିଥିଲେ ଆଜି ୫୬ ବର୍ଷ ହୋଇଥାନ୍ତା

ଜଣେ ଭାରତୀୟ ଅଭିନେତ୍ରୀ ଏବଂ ନିର୍ମାତା । ଯିଏ ତାମିଲ୍,ହିନ୍ଦୀ,ତେଲୁଗୁ,ମାଲୟାଲମ୍ ସହିତ କନ୍ନଡ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଥିଲେ । ଭାରତୀୟ ଫିଲ୍ମ ଜଗତର ପ୍ରଥମ ମହିଳା ସୁପରଷ୍ଟାର ରୂପେ ପରିଚିତ । ଯିଏ ୨୦୧୩ରେ ଭାରତ ସରକାରଙ୍କଠାରୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।…

ଶ୍ରୀଦେବୀଙ୍କୁ ମନେ ପକାଇ ଇମୋସନାଲ ହେଲେ ଝିଅ ଜାହ୍ନବୀ, ଶେୟାର କଲେ ମନ ଜିଣିନେବା ଭଳି ଫଟୋ

ମୁମ୍ବାଇ : ଶ୍ରୀଦେବୀଙ୍କ ମୃତ୍ୟୁକୁ ଆଜି ସଂପୂର୍ଣ୍ଣ ଏକ ବର୍ଷ ପୂରଣ ହେଲା। ଗତବର୍ଷ ଅର୍ଥାତ୍ ୨୦୧୮ ମସିହା ଫେବ୍ରୁଆରୀ ୨୪ରେ ତାଙ୍କର ବାଥଟବରେ ବୁଡ଼ିବା କାରଣରୁ ମୃତ୍ୟୁ ହୋଇଥିଲା। ଶ୍ରୀଦେବୀଙ୍କ ମୃତ୍ୟୁ ତାଙ୍କ ପରିବାର ସହ ସାରା ବଲିଉଡ଼ ଇଣ୍ଡଷ୍ଟ୍ରୀ ପାଇଁ ଏକ ବଡ଼ ଝଟକା ଥିଲା। ଆଜି ତାଙ୍କର…

ଶ୍ରୀଦେବୀଙ୍କ ଭେଟିଲେ ତାଙ୍କ ପାଦ ଛୁଉଁଥିଲେ ଅନିଲ କପୁର , ଜାଣନ୍ତୁ କାହିଁକି ?

ମୁମ୍ବାଇ : ଏକ ରିଅଲିଟି ସୋରେ ଶ୍ରୀଦେବୀଙ୍କୁ ନେଇ ବଡ ଖୁଲାସା କରିଛନ୍ତି ଅଭିନେତା ଅନୀଲ କପୁର । ଯେତେବେଳେ ବି ଅନୀଲ ଶ୍ରୀଦେବୀଙ୍କୁ ଭେଟନ୍ତି ସେତେବେଳେ ସେ ତାଙ୍କର ପାଦ ଛୁଉଁଥିଲେ । ଯାହାକି ଶ୍ରୀଦେବୀଙ୍କୁ ଆଦୌ ପସନ୍ଦ ନଥିଲା। କିନ୍ତୁ ତାହା ପରେ ମଧ୍ୟ ସେ ସବୁବେଳେ ଶ୍ରୀଦେବୀଙ୍କ ପାଦ…

ଜିରୋରେ ରହିଛି ଫ୍ୟାନ୍ସଙ୍କ ପାଇଁ ସରପ୍ରାଇଜ୍, ନଜର ଆସିବେ ଶ୍ରୀଦେବୀ

ମୁମ୍ବାଇ : ବଲିଉଡ଼ର ବଦଶାହା ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ ଜିରୋରେ ଫ୍ୟାନ୍ସ ମାନଙ୍କ ପାଇଁ ରହିଛି ଏକ ଖାସ ଉପହାର। ଏଥିରେ କିଛି ମୂହୁର୍ତ୍ତ ପାଇଁ ନଜର ଆସିବେ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ। ଆଜ୍ଞା ହଁ ,ଫିଲ୍ମରେ ଶ୍ରୀଦେବୀ ସ୍ପେଶାଲ ଆପିରାଏନ୍ସରେ ନଜର ଆସିବେ। ବାସ୍ତବରେ ଫିଲ୍ମରେ ଏକ…