ନଡ଼ିଆ ତୋଳିବା ବେଳେ ଗଛରୁ ପଡ଼ି ଶ୍ରୀଧରଙ୍କ ମୃତ୍ୟୁ, ଏବେ ବେସାହାରା ପରିବାର ଲୋକେ
ଭୁବନେଶ୍ୱର (କେନ୍ୟୁଜ୍) : ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରେ ଗୋଟିଏ ମୃତଦେହ ଥୁଆ ହୋଇଥାଏ । ଆଉ ଅଳ୍ପ ଦୂରରେ ମହିଳା ଜଣେ ବାହୁନି ବାହୁନି କାନ୍ଦୁଥାନ୍ତି। କିଛି ଲୋକ ଜଣେ ଭଦ୍ରବ୍ୟକ୍ତିଙ୍କୁ କହୁଥାନ୍ତି ଆଜ୍ଞା ତା ପରିବାର ଗୋଟିଏ ପୁଅ ଗୋଟିଏ ଝିଅ। ସେମାନେ କେମିତି ବଂଚିବେ। ଯିଏ…