ନୂଆ ଖଣି ଟିକସ ବିଲ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଦାବି କଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା
ଭୁବନେଶ୍ୱର : ରାଜ୍ୟରେ ନୂଆ ଖଣି ଟିକସ ବିଲ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ଦାବି କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ଓଡ଼ିଶାର ଖଣି ଓ ଖଣି ସଲଗ୍ନ ଜମି ପାଇଁ ରାଜ୍ୟରେ ଓରିସେଡ ଆଇନ ୨୦୦୪ ଆଣିଥିଲେ ତତ୍କାଳୀନ ସରକାର ।…