Browsing Tag

srilanka

ବାଥରୁମରେ ମହିଳାଙ୍କ ଭିଡିଓ ରେକର୍ଡିଂ ଘଟଣା, ଦୁଇ ଖେଳାଳିଙ୍କୁ ବାନ୍ଧିଲା ପୋଲିସ

ଶ୍ରୀଲଙ୍କା କ୍ରିକେଟରେ ଲଜ୍ଜାଜନକ ଘଟଣା । ଶ୍ରୀଲଙ୍କା ଅଣ୍ଡର-୧୯ ଦଳର ଦୁଇ ଖେଳାଳିଙ୍କୁ ପୋଲିସ ଗିରଫ କରିଛି । ହୋଟେଲ ବାଥରୁମରେ ଗୁପ୍ତ ଭାବେ ମହିଳାଙ୍କ ଭିଡିଓ ରେକର୍ଡିଂ କରିଥିବା ନେଇ ଦୁଇ ଖେଳାଳି ଗିରଫ ହୋଇଛନ୍ତି । ଏହି ଘଟଣା କଲମ୍ବୋର ନାରାହେନପିଟା ଅଞ୍ଚଳରେ ଘଟିଛି । ପୋଲିସ ଘଟଣାର…

ଧୋକାବାଜ ପାକିସ୍ତାନ, ଶ୍ରୀଲଙ୍କାକୁ ଏକ୍ସପାୟାର ରିଲିଫ ସାମଗ୍ରୀ ପଠାଇଲା ପାକିସ୍ତାନ

ଶ୍ରୀଲଙ୍କା: ବନ୍ୟା ତଥା ଘୂର୍ଣ୍ଣିଝଡ଼ ଡିଟୱା ଦ୍ବାରା ପ୍ରଭାବିତ ହୋଇ ଶ୍ରୀଲଙ୍କା ଏବେ ସଙ୍କଟରେ ଗତି କରୁଛି । ଏଭଳି ସ୍ଥଳେ ପାକିସ୍ତାନ ଶ୍ରୀଲଙ୍କାକୁ ପଠାଇଥିବା ରିଲିଫ ସାମଗ୍ରୀକୁ ନେଇ ନୂଆ ବିବାଦ ଦେଖାଦେଇଛି । ପାକିସ୍ତାନ ପଠାଇଥିବା ରିଲିଫ୍ ସାମଗ୍ରୀ ସବୁ ଏକ୍ସପାୟାର ହୋଇଯାଇଛି ।…

ଶ୍ରୀଲଙ୍କାକୁ ଶ୍ରୀହୀନ କରିଛି ବାତ୍ୟା ଡିଟୱା, ଗଲାଣି ୩୦୦ ଲୋକଙ୍କ ଜୀବନ

ଶ୍ରୀଲଙ୍କା : ଦୁଇ ଦେଶରେ ଧ୍ବଂସଲୀଳା କରୁଛି ଦୁଇ ବାତ୍ୟା । ଇଣ୍ଡୋନେସିଆକୁ ଛାରଖାର କରି ଦେଲାଣି ସେନୟାର । ଶ୍ରୀଲଙ୍କାକୁ ଶ୍ରୀହୀନ କରିଛି ବାତ୍ୟା ଡିଟୱା । ପ୍ରାୟ ୩୦୦ ଲୋକଙ୍କ ଜୀବନ ଗଲାଣି । ଇଣ୍ଡୋନେସିଆରେ ବନ୍ୟା ଓ ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ପ୍ରାୟ ୨୦୦ ହେଲାଣି ।…

ଶ୍ରୀଲଙ୍କାରେ ଦ୍ବିତାର ତାଣ୍ଡବ, ୪୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ନିଖୋଜ

(କେନ୍ୟୁଜ୍ ଓଡ଼ିଶା):  ଶ୍ରୀଲଙ୍କାରେ ଦ୍ବିତାର ତାଣ୍ଡବ ।  ବାତ୍ୟା ଦିତ୍ବା ଶ୍ରୀଲଙ୍କାରେ ଧ୍ବଂସ ଲୀଳା ଜାରି ରଖିଛି ।  ବାତ୍ୟା ପ୍ରଭାବରେ ହୋଇଥିବା ଭୂସ୍ଖଳନ ଓ ବନ୍ୟାରେ ୪୭ ଜଣ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ନିଖୋଜ ଅଛନ୍ତି ।  ଗତକାଲି ସାମୁଦ୍ରିକ ଝଡ଼ ଦିତ୍ବା ଶ୍ରୀଲଙ୍କା ଉପକୂଳ…

ଶ୍ରୀଲଙ୍କାରେ ପ୍ରାକୃତିକ ବିପର୍ଯ୍ୟୟ, ବର୍ଷା ଓ ଭୂସ୍ଖଳନ ଯୋଗୁଁ ୩୧ ମୃତ

ଶ୍ରୀଲଙ୍କା: ଶ୍ରୀଲଙ୍କାରେ ଗତ ୧୧ ଦିନ ହେଲାଣି ମୂଷଳଧାରା ବର୍ଷା ଓ ବନ୍ୟା, ଭୂସ୍ଖଳନ ଯୋଗୁଁ ବିପର୍ଯ୍ୟୟ ସୃଷ୍ଟି ହୋଇଛି । ଶ୍ରୀଲଙ୍କା ବିପର୍ଯ୍ୟୟ ପ୍ରବନ୍ଧନ କେନ୍ଦ୍ର ମୁତାବକ, ବିପର୍ଯ୍ୟୟ ଯୋଗୁଁ ଏଯାଏଁ ୩୧ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୪୦୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।…

ଲୁଣ ସଙ୍କଟର ସମ୍ମୁଖୀନ ହେଉଛି ଶ୍ରୀଲଙ୍କା, ସାହାଯ୍ୟର ହାତ ବଢ଼ାଇଲା ଭାରତ

ଭାରତ ମହାସାଗରରେ ରହିଥିବା ଭାରତର ନିକଟତମ ପଡ଼ୋଶୀ ଦେଶ ହେଉଛି  ଶ୍ରୀଲଙ୍କା ।  ଏହି ଦେଶ ବର୍ତ୍ତମାନ ଗମ୍ଭୀର ଲୁଣ ସଙ୍କଟର ସମ୍ମୁଖୀନ ହେଉଛି ।  ପ୍ରବଳ ବର୍ଷା ଯୋଗୁଁ ଲୁଣ ଉତ୍ପାଦନ ବନ୍ଦ ହୋଇଯାଇଛି, ଯାହା ଫଳରେ ପୂର୍ବରୁ ଉତ୍ପାଦିତ ଲୁଣ ପାଣିରେ ମିଶିଯାଇଛି ।  ଏପରି ପରିସ୍ଥିତିରେ…

ଶ୍ରୀଲଙ୍କାରେ ମୋଦି, ‘ମିତ୍ର ବିଭୂଷଣ’ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

କଲମ୍ବୋ:  ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିତ୍ର ବିଭୂଷଣ ପୁରସ୍କାରରେ ସମ୍ମାନିତ କରିଛନ୍ତି।  ଆସନ୍ତୁ ଜାଣିବା ଏହା ବିଷୟରେ, ଏହା କ'ଣ ଏବଂ ଏହା କାହିଁକି ଦିଆଯାଏ ।  ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ କିଏ ଏହି ପୁରସ୍କାର…

ଚର୍ଚ୍ଚାରେ ଶ୍ରୀଲଙ୍କାର ଟୋଲ୍‌ କଲେକ୍ଟର ହାତୀ ‘ରାଜା’

ସାଧାରଣତଃ ରାସ୍ତାକଡ଼ରେ କ୍ୟାବିନ ପକାଇ ଟୋଲ୍‌ କଲେକ୍ଟ କରିବାକୁ ଟୋଲ୍‌ କଲେକ୍ଟର ରହିଥାନ୍ତି । କିନ୍ତୁ ଶ୍ରୀଲଙ୍କାରେ ଏହା ଟିକିଏ ଅଲଗା । ବଟ୍ଟାଲା-କଟାରଗାମା ରାସ୍ତାରେ ୪୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଏକ ଜଙ୍ଗଲି ହାତୀ, ଯିଏକି ଟୋଲ କଲେକ୍ଟର ଭାବରେ କାମ କରୁଥିବା ଜଣାପଡ଼ିଛି । ଏହି ହାତୀ…

୨୩ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା, ସୀମା ସେପଟେ ଧରୁଥିଲେ ମାଛ

ଶ୍ରୀଲଙ୍କାର ନୌସେନା ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା (ଆଇଏମବିଏଲ) ପାର୍ କରିବା ଅଭିଯୋଗରେ ରବିବାର ସକାଳେ ୨୩ ତାମିଲ ମତ୍ସ୍ୟଜୀବୀଙ୍କୁ  ଗିରଫ କରିଛି । ତାମିଲନାଡ଼ୁ ଉପକୂଳବର୍ତ୍ତୀ ପୋଲିସ ଅଧିକାରୀଙ୍କ ଅନୁସାରେ, ମତ୍ସ୍ୟଜୀବୀଙ୍କ ସହ ୩ଟି ମେସିନଚାଳିତ ଡଙ୍ଗାକୁ ମଧ୍ୟ ନୌସେନା ଜବତ…

ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବେ ଅନୁରା କୁମାର ଦିଶାନାୟକେ

ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବେ ଅନୁରା କୁମାର ଦିଶାନାୟକେ । ଶନିବାର ଦିନ ନିର୍ବାଚନ ହୋଇଥିବା ବେଳେ ଆଜି ଗଣତି ହୋଇଥିଲା । ଜାତୀୟ ପିପୁଲ୍ସ ପାୱାର ଅନୁରା କୁମାର ଦିଶାନାୟକେ ଆଗୁଆ ରହିଛନ୍ତି । ତାଙ୍କୁ ୫୩% ମିଳିଥିବା ସୂଚନା ରହିଛି । ଶ୍ରୀଲଙ୍କାରେ ପ୍ରାୟ ୭୫ ପ୍ରତିଶତ ମତଦାତା…

ଶ୍ରୀଲଙ୍କା ଟିମକୁ ଝଟକା: ଡେପିଂ ନିୟମ ଉଲ୍ଲଙ୍ଘନ କରି ଧରାପଡିଲେ ଷ୍ଟାର କ୍ରିକେଟର, ବୋର୍ଡ ନେଲା ଏଭଳି ନିଷ୍ପତ୍ତି

ଶ୍ରୀଲଙ୍କା ଟିମର ଷ୍ଟାର ଓ୍ଵିକେଟକିପର ନିରୋଶନ ଡିକୱେଲାଙ୍କ ବଢିଲା ଅଢୁଆ । ଲଙ୍କା ପ୍ରିମିୟର ଲିଗ ସମୟରେ ଡୋପିଂ ଟେଷ୍ଟରେ ନିୟମ ଉଲ୍ଲଙ୍ଘନ କରି ନିଲମ୍ବିତ ହୋଇଛନ୍ତି ଖେଳାଳି । ଶ୍ରୀଲଙ୍କା କ୍ରିକେଟ ଏହି ସୂଚନା ଦେଇଛି । ଶ୍ରୀଲଙ୍କା କ୍ରିକେଟ ବୟାନରେ କହିଛି କି, ନିଲମ୍ବନ ତୁରନ୍ତ…

ଶ୍ରୀଲଙ୍କାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ; ୧୦ ଜଣଙ୍କ ମୃତ୍ୟୁ, ୬ ନିଖୋଜ

ଶ୍ରୀଲଙ୍କାରେ ତାଣ୍ଡବ ରଚିଛି ବର୍ଷା । ଭୟଙ୍କର ବନ୍ୟା ପରିସ୍ଥିତି ଯୋଗୁ ସୋମବାର ସ୍କୁଲଗୁଡ଼ିକୁ ବନ୍ଦ କରି ଦିଆଯାଇଛି । ଅନେକ ସ୍ଥାନରେ ଭୂସ୍ଖଳନ ମଧ୍ୟ ଘଟିଥିବା ଅଧିକାରୀ ସୂତ୍ରରୁ ଜଣାପଡ଼ିଛି । ସୂଚନା ମୁତାବକ, ଦେଶରେ ପ୍ରବଳ ବର୍ଷା ଏବଂ ବନ୍ୟାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ…