Browsing Tag

srilanka parliament

ଭାଙ୍ଗିଲା ଶ୍ରୀଲଙ୍କା ପାର୍ଲାମେଣ୍ଟ, ଦେଶରେ ଆଗୁଆ ନିର୍ବାଚନ ନେଇ ଖୋଲିଗଲା ବାଟ

ଶ୍ରୀଲଙ୍କା(କେନ୍ଯୁଜ୍) : ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ । ଭାଙ୍ଗିଲା ଶ୍ରୀଲଙ୍କା ପାର୍ଲାମେଣ୍ଟ । ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ ଶିରୀସେନା ପାର୍ଲାମେଣ୍ଟକୁ ଭାଙ୍ଗିଦେଇଛନ୍ତି । ଫଳରେ ଦେଶରେ ଆଗୁଆ ନିର୍ବାଚନ ନେଇ ବାଟ ଖୋଲିଛି । ପୂର୍ବରୁ ରାଷ୍ଟ୍ରପତି ଶୀରିସେନା ପ୍ରଧାନମନ୍ତ୍ରୀ…