ସୁସ୍ଥ ହେଉଛନ୍ତି ମହାପ୍ରଭୁ, ଜ୍ବରରେ ପିଡ଼ୀତ ଚତୁର୍ଦ୍ଦାବିଗ୍ରହଙ୍କ ପାଇଁ ଲାଗିହେବ ଦଶମୂଳମୋଦକ
ପୁରୀ : ଦେବସ୍ନାନ ପୂର୍ଣ୍ଣିମା ଦିନ ୧୦୮ କୁମ୍ଭ ସୁବାସିତ ଜଳରେ ଅତ୍ୟଧିକ ସ୍ନାନ ପରେ ଜ୍ଜରରେ ପୀଡ଼ିତ ଚତୁର୍ଦ୍ଦାବିଗ୍ରହଙ୍କର ସୁସ୍ଥତା ପାଇଁ ଚାଲିଛି ଗୁପ୍ତ ଉପଚାର । ଆଜି ଅନବସର ଦଶମୀ ତିଥିରେ ହେବ ମହାପ୍ରଭୁଙ୍କ ଚକା ଅପସର ନୀତି । ସେପଟେ ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ…