Browsing Tag

srinagar

ଶ୍ରୀନଗର ଡାଲ୍‌ ହ୍ରଦରେ ଅଗ୍ନିକାଣ୍ଡ, ଜଳିପୋଡି ପାଉଁଶ ହୋଇଗଲା ହାଉସବୋଟ୍‌

ଜମ୍ମୁ କଶ୍ମୀର ଶ୍ରୀନଗରରେ ଥିବା ଡାଲ୍‌ ଲେକରେ ହାଉସବୋଟ୍‌ରେ ନିଆଁ । ନିଆଁ ଲାଗି ଜଳିଗଲା ହାଉସ ବୋଟ। ଆଜି ଭୋରରୁ ଶ୍ରୀନଗର ଜିଲ୍ଲାର ଡାଲ ହ୍ରଦରେ ୮ଟି ହାଉସ ବୋଟରେ ନିଆଁ ଲାଗି ସଂପୂର୍ଣ୍ଣ ଛାରଖାର ହୋଇପଡିଛି । ଖବର ମିଳିବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପର୍ଯ୍ୟଟକଙ୍କୁ…

ଶ୍ରୀନଗର: ଜାତୀୟ ସଙ୍ଗୀତ ବାଜିବା ବେଳେ ଛିଡ଼ା ହୋଇ ନ ଥିଲେ ୧୪ ଲୋକ, ଗିରଫ କରି ଜେଲ୍‌ ପଠାଇଲା ଜମ୍ମୁ-କାଶ୍ମୀର ପୋଲିସ

ଭାରତର ଜାତୀୟ ସଙ୍ଗୀତ ବାଜିବା ବେଳେ ଛିଡ଼ା ହୋଇ ନ ଥିଲେ ୧୪ ଜଣ ଲୋକ। ଏହି ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ୧୪ ଜଣଙ୍କୁ ଗିରଫ କରିଛି ଜମ୍ମୁ-କାଶ୍ମୀର ପୋଲିସ। ଘଟଣା ଘଟିଛି ଶ୍ରୀନଗରରେ। ଖବରରୁ ଜଣାପଡ଼ିଛି, ଶ୍ରୀନଗରରେ ଗତ ଜୁନ୍ ମାସରେ ଏକ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ…

ଉତ୍ତରାଖଣ୍ଡରେ ରହିଛି ଏହି ରହସ୍ୟ ମନ୍ଦିର, ଯେଉଁଠି ଆପେ ଆପେ ହୁଏ ମାଆଙ୍କ ରୂପ ପରିବର୍ତ୍ତନ

ଏ ଦେଶ ହେଉଛି ପୁଣ୍ୟ ଭୂମିର ଦେଶ। ଏଠାରେ ଭଗବାନଙ୍କ ମନ୍ଦିର ଅସଂଖ୍ୟ ଭାବେ ରହିଛି। ଯାହାର ସଠିକ ଗଣନା କରିବା ଅସମ୍ଭବ। ତେବେ ଏଠାରେ ଥିବା ପ୍ରତ୍ୟେକ ମନ୍ଦିରରେ ଅନେକ ଚମତ୍କାର ଘଟଣା ଘଟିଥାଏ। ଏହାସହ ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସ ପାଇଁ ଏହିସବୁ ସ୍ଥାନ ବେଶ ଖ୍ୟାତି ଅର୍ଜନ କରିଛି। ଆଜି…

ନିଜ ଅନ୍ତିମ ସଂସ୍କାର ପାଇଁ ଘରେ ସଞ୍ଚିଥିଲେ ପଇସା, ସୁଯୋଗ ଉଣ୍ଡି ଲୁଟି ନେଲେ ଦୁର୍ବୃତ୍ତ; ଆଇପିଏସ୍‌ ଦେଲେ ୧ ଲକ୍ଷ…

ଶ୍ରୀନଗରରେ ଜଣେ ବୃଦ୍ଧ ଚଣା ବିକାଳିଙ୍କ ଘରୁ ଲୁଟ୍‌ ହୋଇଛି। ଲୁଟେରାମାନେ ବୃଦ୍ଧଙ୍କୁ ପିଟି ତାଙ୍କର ସମସ୍ତ ଜମା ଟଙ୍କାକୁ ନେଇ ଯାଇଛନ୍ତି। ଘଟଣା ସମ୍ପର୍କରେ ଅବଗତ ହେବା ପରେ ଶ୍ରୀନଗରର ଏସ୍‌ଏସ୍‌ପି ଆଇପିଏସ୍‌ ସନ୍ଦୀପ ଚୌଧୁରୀ ବୃଦ୍ଧଙ୍କ ପ୍ରତି ମହାନତା ଦେଖାଇଛନ୍ତି, ଯଦ୍ଦ୍ଵାରା କି,…

ଜମ୍ମୁ-କାଶ୍ମୀର ଶ୍ରୀନଗରର ଏକ ସରକାରୀ ସ୍କୁଲରେ ଆତଙ୍କବାଦୀ ହମ୍‌ଲା, ୨ ଶିକ୍ଷକ ମୃତ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ। ଶ୍ରୀନଗରର ସଙ୍ଗମ ଠାରେ ଏକ ସ୍କୁଲରେ ପଶି ଆତଙ୍କବାଦୀଙ୍କ ଗୁଳିମାଡ଼। ଆତଙ୍କବାଦୀଙ୍କ ଗୁଳିରେ ସ୍କୁଲ ଅଧ୍ୟକ୍ଷ ଓ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ସକାଳ ପ୍ରାୟ ଏଗାରଟା ବେଳେ ସ୍କୁଲରେ ପଶି ଆତଙ୍କବାଦୀ ଆଖିବୁଜା ଗୁଳିମାଡ଼…

ହ୍ରଦରେ ଏଟିଏମ୍‌ ସ୍ଥାପନ କଲା ଏସ୍‌ବିଆଇ, ଗୁଲମର୍ଗ ବୁଲିବାକୁ ଯାଉଥିବାର ପର୍ଯ୍ୟଟକଙ୍କୁ ଆଉ ହେବନି କ୍ୟାସ୍‌ ପାଇଁ…

ହ୍ରଦରେ ଏଟିଏମ୍‌ ସ୍ଥାପନ କଲା ଏସ୍‌ବିଆଇ। ଶ୍ରୀନଗରର ଡଲ ହ୍ରଦରେ ପର୍ଯ୍ୟଟକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଭାସମାନ ଏଟିଏମ୍‌ ପ୍ରତିଷ୍ଠା କରାଯାଇଛି। ଏସ୍‌ବିଆଇ ତରଫରୁ ଏଭଳି ଏକ ନିଆରା ଉଦ୍ୟମ କରାଯାଇଛି। ଏସ୍‌ବିଆଇର ଏହି ପହଁରୁଥିବା ଏଟିଏମ୍‌ ଏବେ ଲୋକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର…

କରୋନା ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଡଙ୍ଗାକୁ ହିଁ କରିଦେଲେ ଆମ୍ବୁଲାନ୍ସ, PPE କିଟ, ଷ୍ଟ୍ରେଚର, ହ୍ବିଲଚେୟାରର…

ଏବେ କରୋନା ମହାମାରୀ ସହ ସାରା ଦେଶ ଜୁଝି ହେଉଛି। ଏମିତି ସ୍ଥିତିରେ ଅନେକ ଲୋକ ସହାୟତା କରିବାକୁ ଆଗେଇ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଏମିତି ହିଁ ଜଣେ ହେଉଛନ୍ତି ଜାମ୍ମୁ କଶ୍ମୀରର ତାରିକ ଅହମଦ ପତଲୁ। ତାରିକ ଶ୍ରୀନଗରର ଡାଲ ହ୍ରଦରେ ଏକ ଡଙ୍ଗାକୁ ଆମ୍ବୁଲାନ୍ସ ବନାଇ ଦେଇଛନ୍ତି। ଏହି…

ଶ୍ରୀନଗରକୁ ଯାଇ ପାରିଲେନି ସିପିଆଇଏମ ମହାସଚିବ ସୀତାରାମ ୟେଚୁରୀ, ରାଜ୍ୟପାଳଙ୍କ ମାଗିଥିଲେ ଅନୁମତି

ଶ୍ରୀନଗରକୁ ଯାଇପାରିଲେନି ସିପିଆଇଏମ ମହାସଚିବ ସୀତାରାମ ୟେଚୁରୀ ସିପିଆଇ ନେତା ଡି. ରାଜା । ଶ୍ରୀନଗର ଏୟାରପୋର୍ଟରୁ ବାହାରକୁ ଯିବାକୁ ତାଙ୍କୁ ଅନୁମତି ମିିଳି ନଥିଲା। ଶ୍ରୀନଗର ଗସ୍ତ ସଂପର୍କରେ ସେ ଗତକାଲି ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ପତ୍ର ଲେଖି ଅନୁମତି ମାଗିଥିଲେ ଏବଂ ତାଙ୍କୁ…