Browsing Tag

srinika

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ ଶ୍ରୀନିକା

କୁନି କୁନି ପାଦରେ ଠୁକୁର ଠୁକୁର ଚାଲୁ ଚାଲୁ ମା' ହାତର ଆସରା ଖୋଜୁଛି l କଥା ଠିକରେ କହିପାରୁନି l ଦୁନିଆ କଣ ଜାଣିନି । ହେଲେ ମାଆ ବାପା ପାଖରେ ବସି କେତେ କଣ କହିଯାଉଛି l ଯାହା ଦେଖୁଛି ତାର ନା କହିବା ସହିତ ଇଂରାଜୀ ଏବିସିଡ଼ି ଠାରୁ ଆରମ୍ଭ କରି ବୁଦ୍ଧି ଲଗାଇ ଜ୍ଞାନ ବଳରେ କେତେ କଣ…