ବର୍ଷିୟାନ୍ ଅଭିନେତା ଶ୍ରୀରାମ ଲାଗୁଙ୍କ ଦେହାନ୍ତ, ପୁନେର ଦୀନନାଥ ହସପିଟାଲରେ ୯୨ ବର୍ଷ ବୟସରେ ମୃତ୍ୟୁ
ବର୍ଷିୟାନ୍ ଅଭିନେତା ଶ୍ରୀରାମ ଲାଗୁଙ୍କ ଦେହାନ୍ତ । ପୁନେର ଦୀନନାଥ ହସପିଟାଲରେ ୯୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଶତାଧିକ ହିନ୍ଦୀ ଓ ୪୦ରୁ ଅଧିକ ମରାଠୀ ଫିଲ୍ମରେ ଅଭିନୟ କରିଥିଲେ ଶ୍ରୀରାମ ଲାଗୁ । ପେଶାରେ ସେ ଡାକ୍ତର, ନିଶା ଥିଲା ଅଭିନୟ କରିବା । ଥିଏଟର ଆର୍ଟିଷ୍ଟ ଭାବେ ସେ…