Browsing Tag

sritam das

ସୁଟିଂ ବେଳେ ଅଭିନେତା ଶ୍ରୀତମ ଦାସ ଆହତ, ଗୋଡ଼ରେ ଲାଗିଛି ଆଘାତ

ଭୁବନେଶ୍ୱର (କେନ୍ୟୁଜ୍‌) : ଫିଲ୍ମ ସୁଟିଂ ବେଳେ ବରିଷ୍ଠ ଅଭିନେତା ଶ୍ରୀତମ ଦାସ ଆହତ ହୋଇଛନ୍ତି । ସୂଚନା ଅନୁସାରେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି । ନୂଆ ଫିଲ୍ମ ’ନବକଳେବର’ର କଟକ ଜିଲ୍ଲା ବାଙ୍କୀ ଠାରେ ସୁଟିଂ ଚାଲିଥିଲା । ଏହି ସମୟରେ ଶ୍ରୀତମ ଆହତ ହୋଇଥିବା ଜଣାପଡ଼ିଛି । ତାଙ୍କୁ ଚିକିତ୍ସା…

କଟକ ମହାନଗର ନିଗମର ବିଜେପି ତରଫରୁ ମେୟର ପ୍ରାର୍ଥୀ ହେଲେ ଶ୍ରୀତମ ଦାସ

କଟକ(କେନ୍ୟୁଜ୍): କଟକ ମହାନଗର ନିଗମ ମେୟର ପ୍ରାର୍ଥୀ ଶ୍ରୀତମ ଦାସ। ଅଭିନେତା ଶ୍ରୀତମ ଦାସଙ୍କ ନାଁରେ ମୋହର ମାରିଛି ବିଜେପି। ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ଶ୍ରୀତମ ଦାସ ବିଜେପିର କଟକ ମେୟର ପ୍ରାର୍ଥୀ ଭାବେ ପୌର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଜଣାଯାଇଛି।…

ଫିଲ୍ମରେ ଚିଟଫଣ୍ଡ୍ ଟଙ୍କା ଲାଗିଥିବା ମୁଁ ଜାଣିନଥିଲି : ଇଡିରୁ ବାହାରିବା ପରେ ଅଭିନେତା ଶ୍ରୀତମଙ୍କ ପ୍ରତିକ୍ରିୟା

ଭୁବନେଶ୍ବର : ଚିଟ୍‌ଫଣ୍ଡ ତଦନ୍ତ ଜାଲରେ ନୂଆ ଆକ୍ଟର । ଅଭିନେତା ଶ୍ରୀତମ ଦାସଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ହାଜର ହେବା ପାଇଁ ଇଡି ତାଙ୍କୁ ସମନ କରିଥିଲା । ଷ୍ଟାର କନ୍‌ସଲ୍‌ଟାନ୍ସି ମୁଖ୍ୟ ତ୍ରିବେଣୀ ମହାନ୍ତି ଲିଙ୍କ୍‌ରେ ଶ୍ରୀତମଙ୍କୁ ଜେରା କରାଯାଇଛି ।…