Browsing Tag

SS Rajamouli

RRR ଖଳନାୟକ ରେ ଷ୍ଟିଭେନସନଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ରାଜାମୌଲି

ଏସଏସ ରାଜାମୌଲିଙ୍କ ବ୍ଲକବଷ୍ଟର ଫିଲ୍ମ RRR ର ମୁଖ୍ୟ ଖଳନାୟକ ଚରିତ୍ରରେ ଅଭିନୟ କରିଥିବା ଇରିସ ଅଭିନେତା ରେ ଷ୍ଟିଭେନସନଙ୍କ ପରଲୋକ । ମାତ୍ର ୫୮ ବର୍ଷରେ ଇଟାଲିରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ କେମିତି ହୋଇଛି, ତାହାର କାରଣ ଜଣାପଡ଼ିନି। RRR ଟିମ୍ ପକ୍ଷରୁ ଟ୍ୱିଟ କରାଯାଇ ରେ…

ରାମଚରଣ ଓ ଜୁନିୟର ଏନ୍‌ଟିଆରଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର! ନିର୍ମାଣ ହେବ RRR ର ଦ୍ୱିତୀୟ ପାର୍ଟ

ଖୁସି ଖବର! ଆସିବ ଆର୍‌ଆର୍‌ଆର୍‌ର ସିକ୍ୱେଲ୍‌। ଅଭିନେତା ରାମଚରଣ, ଜୁନିୟର ଏନ୍‌ଟିଆର୍‌, ଆଲିଆ ଭଟ୍ଟ ଓ ଅଜୟ ଦେବଗନ୍‌ଙ୍କ ଅଭିନୀତ ଫିଲ୍ମ ଆର୍‌ଆର୍‌ଆର୍‌ ଏବେ ବକ୍ସ ଅଫିସ୍‌ରେ ଧୁମ୍‌ ମଚାଇଛି। ଫିଲ୍ମକୁ ଦର୍ଶକେ ଖୁବ୍‌ ପସନ୍ଦ କରୁଛନ୍ତି। କ୍ରିଟିକ୍ସ ମଧ୍ୟ ଏହି ଫିଲ୍ମକୁ ଭୁରି ଭୁରି…

ପ୍ରଥମ ଦିନରେ ଦର୍ଶକଙ୍କ ମନ ଛୁଇଁଛି RRR ଫିଲ୍ମ, ୧୮ କୋଟିରୁ ଖାତା ଖୋଲଛି

ଏସଏସ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ RRR ଶେଷରେ ରିଲିଜ୍ ହୋଇଛି। । ବାହୁବଳୀ-୨ ପରେ ରାଜାମୌଲିଙ୍କ ବଡ ବଜେଟ୍ ଏବଂ ସୁପରଷ୍ଟାର୍ସଙ୍କୁ ନେଇ ନିର୍ମିତ ଏହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ଅନେକ ଦିନରୁ ଚାହିଁ ବସିଥିଲେ।। ରିଲିଜ୍ ହେବା ମାତ୍ରେ ଏହି ଫିଲ୍ମ କିଛି ଘଣ୍ଟାରେ ଧମାଲ…

ବିବାଦରେ ରାଜାମୌଲିଙ୍କ RRR, ଆଦିବାସୀ ନେତାଙ୍କୁ ମୁସଲିମ୍‌ ଟୋପିରେ ଦେଖାଇଥିବାରୁ ଥିଏଟର ଜାଳିଦେବାକୁ ବିଜେପିର ଧମକ

ବାହୁବଳୀ ଫେମ୍‌ ଡାଇରେକ୍ଟର ଏସ୍‌ଏସ୍‌ ରାଜାମୌଲୀ ନିଜ ନୂଆ ଫିଲ୍ମ RRR କୁ ନେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ବିଜେପି କଡ଼ା ଭାଷାରେ ଫିଲ୍ମର ଫାଷ୍ଟଲୁକ୍‌ ବଦଳାଇବାକୁ ଦାବି କରିଛି। ଯଦି ଏଭଳି ନ ହୁଏ ତେବେ ଥିଏଟର ଜଳାଇବାକୁ ଧମକ ଦିଆଯାଇଛି। ରିପୋର୍ଟ ମୁତାବକ ତେଲେଙ୍ଗାନା ବିଜେପିର ନେତା…

ଏହି ତାରିଖରେ ରିଲିଜ୍‌ ହେବ ରାଜମୌଲୀଙ୍କ ବିଗ୍‌ ବଜେଟ୍‌ ଫିଲ୍ମ RRR, ମୁଖ୍ୟ ଭୂମିକାରେ ନଜର ଆସିବେ ଏସବୁ ବଡ଼ ବଡ଼ ଷ୍ଟାର

ବାହୁବଳୀ ଓ ବାହୁବଳୀ-୨ ଭଳି ସୁପରହିଟ୍‌ ଫିଲ୍ମ ଭେଟି ଦେଇଥିବା ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲୀ ନିଜ ଆଗାମୀ ଫିଲ୍ମ RRR (ରାମା ରାଜ୍ୟ ରାବଣମ୍‌) ଉପରେ କାମ ଆରମ୍ଭ କରିଛନ୍ତି। ଏହା ଏକ ଆକ୍ସନ୍‌ ତେଲୁଗୁ ଫିଲ୍ମ। ଫିଲ୍ମଟି ତାମିଲ, ମାଲାୟାଲମ୍‌, ହିନ୍ଦୀ ଓ କନ୍ନଡ଼ ଭାଷାରେ ମଧ୍ୟ ରିଲିଜ୍‌…

ବାହୁବଳୀ ନିର୍ଦ୍ଦେଶକଙ୍କ ପୂରା ପରିବାରକୁ କରୋନା, ଟ୍ଵିଟ୍‌ କରି ନିଜେ ସୂଚନା ଦେଲେ ରାଜାମୌଲି

ବାହୁବଳୀର ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କ ପୂରା ପରିବାର ଏବେ କରୋନା କବ୍ଜାରେ। ଅମିତାଭ ବଚ୍ଚନଙ୍କ ପରେ ରାଜାମୌଲି ହେଉଛନ୍ତି ଦ୍ୱିତୀୟ ସେଲିବ୍ରିଟି ଯାହାର ପୂରା ପରିବାର କରୋନା ସଂକ୍ରମିତ ହୋଇଛନ୍ତି। ବାହୁବଳୀର ଡାଇରେକ୍ଟର ଏସ୍‌ଏସ୍‌ ରାଜାମୌଲି ନିଜେ ଟ୍ଵିଟ୍‌ କରି ଫ୍ୟାନ୍‌ଙ୍କୁ…

ଦୁଇ ହିରୋଙ୍କ ଏଣ୍ଟ୍ରି ସିନର ବଜେଟ କେବଳ ୪୦ କୋଟି . . . ବାହୁବଳିକୁ ଟପିବ କି ରାଜାମୌଲିଙ୍କ ଏହି ସିନେମା ?

ଦେଶର ସମସ୍ତ ସିନେପ୍ରମୀଙ୍କ ହୃଦୟ ଏକ ଛାପ ହୋଇ ରହିଯାଇଛି ବ୍ଲକବଷ୍ଟର ଫିଲ୍ମ ବାହୁବଳି । ଗୋଟିଏ ପରେ ଗୋଟିଏ ରେକର୍ଡ ସହ ଏକାଧିକ ଆୱାର୍ଡ ନିଜ ନାଁରେ କରିଥିଲା ରାଜାମୌଲିଙ୍କ ଏହି ସିନେମା । ଏବେ ପୁଣି ଏକ ରେକର୍ଡ କରିବା ଲକ୍ଷରେ ରାଜାମୌଲିଙ୍କ ଆଉ ଏକ ସିନେମା ଆରଆରଆର୍ । ତେବେ ଫିଲ୍ମ କେଉଁ…

‘ବାହୁବଲୀ’ ନିର୍ଦ୍ଦେଶକ ରାଜାମୌଲୀଙ୍କ ଫିଲ୍ମ ‘RRR’ରେ ନଜର ଆସିବେ ଅଜୟ ଦେବଗନ ଏବଂ ଆଲିଆ ଭଟ୍ଟ

ବଲିଉଡର ଦୁଇ ଲୋକପ୍ରିୟ ତାରକା ଏବେ 'ବାହୁବଲୀ' ଫେମ୍ ନିର୍ଦ୍ଦେଶକ ଏସ ଏସ୍ ରାଜାମୌଲିଙ୍କ ଆଗାମୀ ସିନେମାରେ କାମ କରିବେ ବୋଲି ଜଣାଯାଇଛି। ଏ ସଂପର୍କରେ ବିଧିବଦ୍ଧଭାବେ ଘୋଷଣା କରିଛନ୍ତି ରାଜମୌଲି। ନିଜେ ନିର୍ଦ୍ଦେଶକ କହିଛନ୍ତି ଯେ ତାଙ୍କ ନିର୍ଦ୍ଦେଶିତ ପିରିଅଡିକ୍ ଫିଲ୍ମ 'ଆରଆରଆର'ରେ…

ବାହୁବଳିଠୁ ବଡ଼ ଫିଲ୍ମ କରୁଛନ୍ତି ରାଜାମୌଲୀ : ପୁଣି ଲାଗିବ ଆକ୍ସନ୍, ରୋମାଞ୍ଚ ଏବଂ ରୋମାନ୍ସର ତଡ଼କା, ଜାଣନ୍ତୁ କିଏ…

ପୁଣି ଥରେ ବଡ଼ ପରଦାରେ ହେବ ଧମାଲ୍ । ପୁଣି ଥରେ ସିନେମା ହଲ୍ ଆଗରେ ଟିକେଟ୍ ପାଇଁ ଲାଗିବ ଲମ୍ବା ଲାଇନ୍ । କାରଣ ମେଗା ବ୍ଲକବଷ୍ଟର୍ ଫିଲ୍ମ ବାହୁବଳି ପରେ ପୁଣି ଥରେ ଧମାକା କରିବାକୁ ଯାଉଛନ୍ତି ନିର୍ଦ୍ଦେଶକ ରାଜାମୌଲୀ । ଆଉ ଏଥର ପ୍ରଭାସଙ୍କ ସ୍ଥାନରେ ଜବରଦସ୍ତ ଆକ୍ସନ କରିବେ ସାଉଥର ଦୁଇ…