central government ଚାକିରି ପାଇବା ପାଇଁ ଚାହୁଁଛନ୍ତି କି? ତେବେ ଆଜି ହିଁ କରନ୍ତୁ ଆବେଦନ
କର୍ମଚାରୀ ଚୟନ ଆୟୋଗ (SSC - Staff Selection Commision) ପକ୍ଷରୁ କେନ୍ଦ୍ର ସରକାରଙ୍କ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି କେନ୍ଦ୍ର ସରକାରଙ୍କ ଭିନ୍ନ-ଭିନ୍ନ ମନ୍ତ୍ରାଳୟରେ ଏବଂ ବିଭାଗର ଭିନ୍ନ-ଭିନ୍ନ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଯଦି ଆପଣ…