ସୁଶାନ୍ତଙ୍କ ମୃତ୍ୟୁକୁ ପୁରିଲା ଚାରି ମାସ, ଭଉଣୀ ଶ୍ୱେତା ସିଂ ସୋସିଆଲ ମିଡିଆରେ ସେୟାର କଲେ ତାଙ୍କର ଅନସିନ ଭିଡିଓ
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର 4 ମାସ ବିତିଗଲା । ଜୁନ୍ 14 ରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ବାନ୍ଦ୍ରା ଫ୍ଲାଟରୁ ମିଳିଥିଲା। ଦେଶର ତିନୋଟି ପ୍ରମୁଖ ଯାଞ୍ଚ ଏଜେନ୍ସି ଏହି ମାମଲାର ସମାଧାନ ପାଇଁ ନିୟୋଜିତ ଅଛନ୍ତି। ଅନ୍ୟପକ୍ଷରେ, ସୁଶାନ୍ତଙ୍କ ମୃତ୍ୟୁର 4 ମାସ ପରେ…