ଭିଜିଲାନ୍ସ ଜାଲରେ STA ଡେପୁଟି କମିଶନର, ଘରୁ ମିଳିଲା ପୁଳା ପୁଳା ସୁନା ଓ ବିଡ଼ା ବିଡ଼ା ଟଙ୍କା
କଟକ : ଭିଜିଲାନ୍ସ ଜାଲରେ ରାଜ୍ୟ ପରିବହନ ପ୍ରାଧିକରଣ-STA ଡେପୁଟି କମିଶନର । ପ୍ରଦୀପଙ୍କ ଘରୁ ମିଳିଲା ପୁଳା ପୁଳା ସୁନା ଓ ବିଡ଼ା ବିଡ଼ା ଟଙ୍କା। ସୁନା ବିସ୍କୁଟ ମଧ୍ୟ ଜବତ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପରିବହନ ପ୍ରାଧିକରଣର ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ…