ପୁଣି ଅଶାନ୍ତ ହେଲା ରାଜଧାନୀ, ସହିଦ ନଗର ସବର ସାହିରେ ଛୁରା ମାଡ଼
ଭୁବନେଶ୍ୱର : ପୁଣି ଅଶାନ୍ତି ହେଲା ରାଜଧାନୀ ଭୁବନେଶ୍ୱର । ସହିଦ ନଗର ସବର ସାହିରେ ଛୁରା ମାଡ଼ ହୋଇଛି । ସାଙ୍ଗର ଛୁରା ମାଡ଼ରେ ସାଙ୍ଗ ଆହତ । ଏକାଠି ତିନି ସାଙ୍ଗ ଭୋଜି କରି ଖାଉଥିବା ସମୟରେ ସାମାନ୍ୟ ବଚସାରୁ ଛୁରା ମାଡ଼ ହେଇଥିବା ସୂଚନା ମିଳିଛି । ଛୁରା ମାଡ଼ରେ ଦୁଇ ସାଙ୍ଗ ଆହତ…