ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମ୍ରେ ଭୟଙ୍କର ଅଗ୍ନିକାଣ୍ଡ, ବିଶ୍ୱକପ୍ର ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ; ଦେଖନ୍ତୁ…
ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ଇଂଲଣ୍ଡ ଓ ଏଣ୍ଡୋରା ମଧ୍ୟରେ ଶୁକ୍ରବାର ହେବାକୁ ଥିବା ମୁକାବିଲା ପୂର୍ବରୁ ଏଷ୍ଟାଡି ନେକିଓନଲ୍ ଷ୍ଟାଡିୟମରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। କିଛି ଘଣ୍ଟା ମଧ୍ୟରେ ଦୁଇ ଦଳ ମଧ୍ୟରେ ଏଠାରେ ମ୍ୟାଚ୍ ଖେଳାଯିବାକୁ ଥିଲା। କିନ୍ତୁ ଭୟଙ୍କର ଅଗ୍ନିକାଣ୍ଡ…