ବାସି ରୁଟିର ଚମତ୍କାରୀ ଫାଇଦା, ଏଥିରେ ଥିବା ପୋଷକ ତତ୍ତ୍ବ ଅନେକ ରୋଗକୁ କରିଥାଏ ଦୂର
ସୁସ୍ଥ ଶରୀର ପାଇଁ କିଏ ବା ନ ଚାହେଁ । କାହିଁକିନା ସ୍ବାସ୍ଥ୍ୟକୁ ସମ୍ପଦ ବୋଲି କୁହାଯାଇଥାଏ । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ସେମାନଙ୍କ ସ୍ବାସ୍ଥ୍ୟକୁ ନେଇ ସଚେତନ ରହିଥାନ୍ତି । ନିଜ ଖାଇବାକୁ ନେଇ ମଧ୍ୟ କିଛି ଲୋକ ଅଡୁଆରେ ପଡିଥାନ୍ତି । କାରଣ ପ୍ରାୟତଃ ଲୋକ ସଠିକ୍ ଖାଦ୍ୟ ପ୍ରଣାଳୀ…