Browsing Tag

stalwart

ପିପିଲି: ଆଶ୍ଚର୍ଯ୍ୟ କରିଦେଉଛି କୁନି ବାଗ୍ମୀର ଅନର୍ଗଳ ଭାଷଣ, ଶୁଣିଲେ ଆପଣ ବି ଘଡିଏ ରହିଯିବେ

କେନ୍ୟୁଜ୍(ବ୍ୟୁରୋ): କୁନି ପିଲା ମୁହଁରେ ମହାପୁରୁଷଙ୍କ କଥା। ପିପିଲି ବାଲିଅନ୍ତା ବ୍ଲକ ମହୁଖଣ୍ଡା ।ଗଁର ଆରିନ୍‌ ପ୍ରଧାନ। ଆରିନଙ୍କୁ ମାତ୍ର ୪ ବର୍ଷ । ଏବେ ସେ ମହୁଖଣ୍ଡା ଅଙ୍ଗନୱାଡି କେନ୍ଦ୍ରରେ ପଢୁଛନ୍ତି। ହେଲେ ଅନର୍ଗଳ ଭାବେ ମୁହଁରୁ ବାହାରୁଛି ଭାଷଣ। ମାହାତ୍ମାଗାନ୍ଧିଙ୍କଠାରୁ ଆରମ୍ଭ…