Browsing Tag

Stand by Me Doraemon 2

ବିବାହ ବନ୍ଧନରେ ବାନ୍ଧି ହେବେ ନୋବିତା-ସିଜୁକା, ଦେଖନ୍ତୁ ‘ଡୋରେମନ୍‌’‌ର ସିକ୍ୱେଲର ପ୍ରଥମ ଝଲକ୍‌

ଭାରତର ସବୁଠୁ ଲୋକପ୍ରିୟ କାର୍ଟୁନ୍‌ ଶୋ’ ମଧ୍ୟରେ ‘ଡୋରେମନ୍‌’ ବେଶ୍‌ ଜଣାଶୁଣା। କୁନି କୁନି ପିଲାମାନେ ଏହି କାର୍ଟୁନ୍‌କୁ ବହୁତ ଦେଖିଥାନ୍ତି। ଫୁଜିକୋ ଫୁଜିଓ ଦ୍ୱାରା ନିର୍ମିତ ଏହି ଫିକ୍ସନ୍‌ ଚରିତ୍ର ଏକ ରୋବୋଟିକ୍‌ ମେଲ୍‌ କ୍ୟାଟ୍‌ ବା ବିଲେଇ, ଯିଏ ଭବିଷ୍ୟତରୁ ଆସିଛି। ତା’ ପାଖରେ ଏକ…