ଏକ ‘ତାରା’ର ମୃତ୍ୟୁ ପରେ ମହାକାଶରେ ହେଲା ଭୟଙ୍କର ବିସ୍ଫୋରଣ, NASA ଜାରି କଲା Video, ଦେଖନ୍ତୁ…
ଆମେରିକୀୟ ମହାକାଶ ଏଜେନ୍ସି ନାସା(NASA) ଏକ ତାରାରେ ହୋଇଥିବା ଭୟଙ୍କର ବିସ୍ଫୋରଣର ଅଦ୍ଭୁତ ଭିଡ଼ିଓକୁ ରେକର୍ଡ କରିଛି। NASA ମୁତାବକ, ଏହି ଧମାକା ପୃଥିବୀଠାରୁ ପାଖାପାଖି ୭ କୋଟି ପ୍ରକାଶ ବର୍ଷ ଦୂରତାରେ ଥିବା SN 2018gv ସୁପରନୋଭାରେ ହୋଇଥିଲା ଏବଂ ପୂର୍ବରୁ ଏହିପରି ଭିଡ଼ିଓ ଦେଖିବାକୁ…