ଅନାସୀ ଫୁଲ ଚା’, ଥଣ୍ଡା-କାଶ ଦୂର କରିବା ସହ ବଢାଇଥାଏ ଇମ୍ଯୁନିଟି ପାୱାର
ଦୀର୍ଘ ୬ମାସ ଧରି ଆମେମାନେ ସମସ୍ତେ କରୋନା ମହାମାରୀ ଭଳି ମାରାତ୍ମକ ଭାଇରସ୍ ରହି ଆସୁଛୁ। ଏଥିପାଇଁ ମଧ୍ଯ ଆପଣମାନେ ଭଲ ଭାବେ ଜାଣି ସାରିଥିବେ ଏହି ରୋଗ ସହ ଲଢିବାକୁ ହେଲେ ଆମକୁ ରୋଗ ପ୍ରତିରୋଧକ ଶକ୍ତି ମଜବୁତ୍ ରଖିବାକୁ ପଡିବ। ଏଥିସହ ବର୍ତ୍ତମାନ ପାଣପାଗରେ ମଧ୍ଯ ପରିବର୍ତ୍ତନ ହେବାରେ…